Odia News Portal
Browsing Tag

omicron

ବିହାରରେ ମାସେ ଭିତରେ ୧୦ ଗୁଣା ବଢିଲା ଓମିକ୍ରନ ସଂଖ୍ୟା

ଓମିକ୍ରନ ଭାଇରସ ସାରା ଦେଶରେ ବ୍ୟପିଗଲାଣି । ଏବଂ କରୋନାର ତୃତୀୟ ଲହରୀ ଏବେ ଆରମ୍ଭ ହୋଇଯାଇଛି। ଏଥରକ ନୂଆ ଭ୍ୟାରିଏଣ୍ଟ ଭାବେ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି। ଓମିକ୍ରନ୍ର ଭୟାବହତା ପୂର୍ବ ଦୁଇଟି ଲହରୀ ଠାରୁ ଯଥେଷ୍ଟ ଅଧିକ ରହିବ ବୋଲି ଏକ୍ସପର୍ଟମାନେ ମତବ୍ୟକ୍ତ କରିଛନ୍ତି।…

ଓଡିଶାରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଓମିକ୍ରନ ଆତଙ୍କ ବଢି ବଢି ଚାଲିଛି । ଆଜି ଆଉ ପାଞ୍ଚଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଓମିକ୍ରନ ଚିହ୍ନଟ ସଂପର୍କରେ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି ।…

ଓମିକ୍ରନ ଆତଙ୍କ ୧୧ ଶହରୁ ଅଧିକ ବିମାନ ବାତିଲ୍

ସାରା ବିଶ୍ୱରେ ଚିନ୍ତା ବଢାଉଛି ଓମିକ୍ରନ ସଙ୍କ୍ରମଣ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନଯାତ୍ରା ଉପରେ ଜାରି ହୋଇଛି କଟକଣା । ଗତ ଶୁକ୍ରବାର ଠାରୁ ଏପର୍ୟ୍ୟନ୍ତ ସାରା ବିଶ୍ୱରେ ୧୧ ହଜାର ୫୦୦ରୁ ଅଧିକ ବିମାନ ବାତିଲ କରାଯାଇଛି । ଗତକାଲି ୩୦୦୦ ବିମାନ ବାତିଲ…

ଓଡିଶାରେ ଓମିକ୍ରନ ସଂଖ୍ୟା ୮ ରେ ପହଞ୍ଚଲା

ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ।ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବିଦେଶ ଫେରନ୍ତା । ୪ ଜଣଙ୍କ ମଧ୍ୟରୁ ୨ ଜଣ ନାଇଜେରିଆରୁ ଫେରିଥିଲେ । ଆଉ ଦୁଇ ଜଣ ୟୁଏଇ ଫେରନ୍ତା । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଥିମଧ୍ୟରୁ ନାଇଜେରିଆ…

ମାର୍ଚ୍ଚମାସରେ ଭୟଙ୍କର ହେବ କୋରୋନା

ଦିନକୁ ଦିନ ଡରାଇବାରେ ଲାଗିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହା ଆଗକୁ ଆହୁରି ଭୟଙ୍କର ହେବ ବୋଲି କହୁଛନ୍ତି ଗବେଷକ । ତେଣୁ ସବୁ ପ୍ରକାର ସୁରକ୍ଷା ନେବାପାଇଁ ଜଣାଇ ଦେଇଛନ୍ତି ସରକାର । ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ଵାଲ ଏମିତି ସୂଚନା ଦେଇଛନ୍ତି ଯେ ମାର୍ଚ୍ଚରେ…

ଡରାଉଛି ଓମିକ୍ରନ ଦେଶରେ ୨୩୫ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି । ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାୟା ମେଲାଇଛି ଓମିକ୍ରନ । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଛୁଇଁଛି। ଦିଲ୍ଲୀରେ ୬୪, ତେଲେଙ୍ଗାନାରୁ ୨୪ ଜଣ ପଜିଟିଭ୍…

ଓଡିଶାରେ ଆଉ ୨ ଓମିକ୍ରନ ଆକ୍ରନ୍ତ ଚିହ୍ନଟ

ଓଡିଶାରେ ଆଉ ଦୁଇ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।ନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିବା ସୂଚନା ରହିଛି । ପୂର୍ବରୁ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଓଡିଶାରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।…

ସୁସ୍ଥହୋଇ ହସ୍ପିଟାଲରୁ ଫେରିଲେ ଓମିକ୍ରନ ଆକ୍ରନ୍ତ

ନୂଆଦିଲ୍ଲୀ : ଓମିକ୍ରନ୍ କୁ ହରାଇଲେ ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ୨୭ ବର୍ଷୀୟ ବ୍ୟବସାୟୀ ସାହିଲ ଠାକୁରଙ୍କୁ ଲୋକ ନାୟକ ଜୟ ପ୍ରକାଶ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଡିସେମ୍ବର ୨ରେ ସେ ଦୁବାଇରୁ ଫେରିଥିଲେ ଏବଂ ଦୁଇ ଦିନ…

ଓମିକ୍ରନ ସଜାଗ,ବସିବ ଉଚ୍ଚସ୍ତରୀୟ ବୈଠକ

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଲାଣି । ରାଜ୍ୟରେ ୨ ଜଣ ଓମିକ୍ରନ ଚିହ୍ନଟ ପରେ ସରକାର ସଜାଗ ହେଉଛନ୍ତି । ତେବେ ବୁଧବାର ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ବସିବ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଲୋକସଭା ଭାବନରେ ଏହି ବୈଠକ ହେବା ନେଇ ସୂଚନା ମିଳିଛି।

କର୍ଣ୍ଣାଟକରେ ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କର୍ଣ୍ଣାଟକରେ ପୁଣି ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଓମିକ୍ରନ ଆକ୍ରାନ୍ତକୁ ମିଶାଇ କର୍ଣ୍ଣାଟକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ, ଓମିକ୍ରନ…