ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରୁଛି ପ୍ରଚାର, ୨୦ରେ ଭୋଟ୍
ତୃତୀୟ ପର୍ଯ୍ୟାୟ ପାଇଁ ଉତ୍ତରପ୍ରଦେଶରେ କମ୍ପୁଛି କ୍ୟାମ୍ପେନ । ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ଆଜି ସନ୍ଧ୍ୟା ୬ଟା ସୁଧା ଶେଷ ହେବ ପ୍ରଚାର । ଏହି ପର୍ଯ୍ୟାୟରେ ୧୬ ଜିଲ୍ଲାରେ ୫୯ ସିଟ ପାଇଁ ମତଦାନ ହେବ । ଦୁଇ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ଓ ବିଜେପି ପାଇଁ ଏହି ପର୍ଯ୍ୟାୟ ଅତ୍ୟନ୍ତ…