ମଧ୍ୟପ୍ରଦେଶ ସରକାରୀ ଡାକ୍ତରଖାନାରେ ବିଜେଡି ବିଧାୟକ
ଭୁବନେଶ୍ବର : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜଣେ ନିଖୋଜ ଯୁବକଙ୍କର ସନ୍ଧାନ ନେଇ ମଧ୍ୟପ୍ରଦେଶରେ ପହଁଚିଛନ୍ତି। ସେଠି ଏକ ସରକାରୀ ଡାକ୍ତରଖାନାରେ ନୁହୁରୀ ବେହେରା ନାମକ ଜଣେ ମାନସିକ ରୋଗୀ ହାତ ଗୋଡ଼ ଭାଙ୍ଗି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ…