Odia News Portal
Monthly Archives

October 2019

ବିଜେପି ନେତାଙ୍କୁ ବୁମେରାଂ ହେଲା ଆବାସ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ଆବାସ ଦୁର୍ନୀତିକୁ ମୋହରା କରି ସରକାରଙ୍କୁ ଘେରିବାକୁ ଜୋରଦାର ଉଦ୍ୟମ କରୁଥିବା ବିଜେପି ପାଇଁ ଏହି ଇସୁ୍ୟ ଏବେ ବୁମେରାଂ ହେବାକୁ ବସିଲାଣି । ନେତାମାନେ ରାଜଧାନୀରେ ଘର ତିଆରିରେ ଦୁର୍ନୀତି ହୋଇଛି ବୋଲି ରଡି ଛାଡୁଥିବାବେଳେ ସେହି ନେତାଙ୍କ ଇଲାକାରେ ଘର ହାତେଇଥିବା ବିଜେପି…

ଚେନ୍ନାଇୟିନକୁ ହରାଇ ଏଟିକେ ଜିତିଲା କ୍ରମାଗତ ଦ୍ଵିତୀୟ ମ୍ୟାଚ

ଚେନ୍ନାଇ : ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଦଳ ଚେନ୍ନାଇୟିନ ଏଫସିକୁ ୧-୦ ଗୋଲରେ ହରାଇ ଏଟିକେ ଏଫସି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ବିଜୟୀ ଦଳ ପକ୍ଷରୁ ବିଜୟ ସୂଚକ ଏକମାତ୍ର ଗୋଲ ଦ୍ଵିତୀୟାର୍ଦ୍ଧ…

ଧନିଆ ପତ୍ରରେ ରହିଛି ବହୁ ଉପକାରୀ ଗୁଣ : ଏ ସବୁ ରୋଗରୁ ଦିଏ ମୁକ୍ତି

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ: –…

ଏସିଡ୍‌ ପୀଡିତାଙ୍କୁ ସାହାଯ୍ୟ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ଦରିୟା ଦିଲ୍‌ ଦେଖିବାକୁ ମିଳିଛି। ଏବେ ତାଙ୍କ ଫାଉଣ୍ଡେଶନ ପ୍ରାୟ ୧୨୦ ଏସିଡ୍‌ ପୀଡିତାଙ୍କୁ ସହାୟତା ଯୋଗାଇ ଦେବ ବୋଲି ଶୁଣିବାକୁ ମିଳିଛି। ନିକଟରେ ଶାହାରୁଖ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଜଣେ ଏସିଡ୍‌ ପୀଡିତାଙ୍କ ସହ…

ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି ? ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍‌ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିଥାଏ ବୋଲି ଏକ…

ରସୁଣ ଓ ମହୁର ମିଶ୍ରଣ, ଆପଣଙ୍କ ପାଇଁ ସାଜିବ ରାମବାଣ

ମହୁ ଏବଂ ରସୁଣ ଉଭୟ ଅନେକ ଔଷଧୀୟ ଗୁଣରେ ଭରପୁର। ଦୁହିଁଙ୍କ ଉପକାରୀ ଗୁଣ ବିଷୟରେ ମଧ୍ୟ ଆମେ ପୂର୍ବରୁ ଅନେକ ଥର ଆପଣଙ୍କୁ ଅବଗତ କରାଇଛୁ। ହେଲେ କ’ଣ ଆପଣ ଜାଣନ୍ତି, ରସୁଣ ରସ ସହ ମହୁ ମିଶାଇ ସେବନ କରିବା‌ ଦ୍ବାରା ଆମକୁ ଅଦ୍ଭୁତ ଲାଭ ମିଳିଥାଏ। ଏହା ଶରୀରର ଅନେକ ରୋଗ ଦୂର କରି ଶରୀରକୁ ସୁସ୍ଥ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଲକ୍ଷ୍ୟ ପୂରଣ ସକାଶେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କାମ ହାସଲରେ ବାଧା କାରଣରୁ ମାନସିକ ଅବସ୍ଥା ଭଲ ରହିବ ନାହଁ । ଜମିଜମା, ସ୍ତ୍ରୀ / ସ୍ବାମୀଙ୍କ ସ୍ବାସ୍ଥ୍ୟ, ଟଙ୍କା ନେଇଥିବା ଲୋକବିଷୟରେ କିମ୍ବା ବ୍ୟବସାୟିକ କିଛି ବିଫଳତାକୁ…

ଶ୍ମଶାନରେ ହିଁ କାହିଁକି କରାଯାଇଥାଏ ତନ୍ତ୍ରକ୍ରିୟା , ଜାଣନ୍ତୁ

ତନ୍ତ୍ର କ୍ରିୟାର ନାଁ ଶୁଣିବା କ୍ଷଣି ଆଖି ସାମନାରେ ହଠାତ୍ ଶ୍ବଶାନର ଚିତ୍ର ଆଙ୍କି ହୋଇ ଯାଇଥାଏ। ଜଳନ୍ତା ଚିତା ସାମନାରେ ବସିଥିବା ତାନ୍ତ୍ରିକ,ଅନ୍ଧାରିଆ ଏବଂ ନିସ୍ତବ୍ଧ ରାତି। ବାସ୍ତବରେ କାହିଁକି ଅଧିକାଂଶ ତନ୍ତ୍ର କ୍ରିୟା ଶ୍ମଶାନରେ କରାଯାଇଥାଏ। ଆସନ୍ତୁ ଜାଣିବା କେଉଁ କାରଣରୁ ଏହି…

ନଭେମ୍ବର ୧ରୁ ଡିଜିଟାଲ ପେମେଣ୍ଟ ପାଇଁ ପଡିବନି କୌଣସି ଚାର୍ଜ

ନୂଆଦିଲ୍ଲୀ() ନଭେମ୍ବର ମାସ ୧ ତାରିଖରୁ ସମଗ୍ର ଦେଶରେ ଅନେକ ନିୟମ ଲାଗୁ ହେବାକୁ ଯାଉଛି।ବ୍ୟବସାୟ କରୁଥିବା ଲୋକଙ୍କ ପାଇଂ ଏହା ଜାଣିବା ଜରୁରୀ ଯେ, ନଭେମ୍ବର ମାସ ୧ ତାରିଖରୁ (Finance Ministry) ପେମେଣ୍ଟ ନେବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବ୍ୟବସାୟ କରୁଥିବା ଲୋକଙ୍କୁ ଏବେ…

ବୀରେନ୍ଦ୍ର ଲାକ୍ରାଙ୍କୁ ଡାକରା

ଭୁବନେଶ୍ୱର : ଏଫଆଇଏଚ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏନେଇ ଭାରତୀୟ ଦଳରେ ସାମିଲ ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ଡ଼କାଯାଇଛି । ବରୁନ କୁମାରଙ୍କ ବଦଳରେ ସ୍ଥାନ ପାଇଛନ୍ତି ବୀରେନ୍ଦ୍ର ଲାକ୍ରା । ବରୁନ କୁମାର ଆହତ ଥିବାରୁ ତାଙ୍କୁ ଦଳରୁ ବାଦ ପକାଯାଇଛି । । ଉଲ୍ଲେଖଯୋଗ୍ୟ…