Odia News Portal
Monthly Archives

November 2019

କମିଲା ‘ମୋ ବସ’ ଭଡା

ଭୁବନେଶ୍ୱର() କମିଲା ‘ମୋ ବସ’ ଭଡା । ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଆଗାମୀ ୨ ମାସ ପର୍ୟ୍ୟନ୍ତ ‘ମୋ ବସ’ର ଶୀତତାପ ନିୟନ୍ତ୍ରିତ (ଏସି) ବସ ଗୁଡିକରେ ଯାତ୍ରୀଙ୍କୁ ରିହାତ ଦିଆଯିବା ନେଇ ଘୋଷଣା କରିଛି କ୍ରୁଟ୍ । ପୂର୍ବରୁ ଏସି ବସ୍ ଗୁଡିକରେ ପ୍ରଥମ ୨ କିମି ପର୍ୟ୍ୟନ୍ତ ସର୍ବନିମ୍ନ ଭଡା…

ଭାଇରାଲ ହେଉଛି ଏହି ଆଇଟମ ଗୀତର ଭିଡିଓ, ଦେଖନ୍ତୁ ଦମଦାର ଭିଡିଓ

ମୁମ୍ବାଇ ()  ଦବଙ୍ଗ-୩ ଫିଲ୍ମର ଫିଲ୍ମର ମୁଖ୍ୟ ଆଇଟମ୍ ଗୀତର ଟିଜର ରିଲିଜ୍ ହୋଇଛି। ଫିଲ୍ମ ‘ଦବଙ୍ଗ’ରେ ‘ମୁନ୍ନି ବଦନାମ୍ ହୁଇ’ ଗୀତ ହିଟ୍ ହୋଇଥିଲା। ଏବେ’ଦବଙ୍ଗ-୩’ରେ ଏଥିରେ ଟିକେ ପରିବର୍ତ୍ତନ ହୋଇଛି।ଏଥର ଗୀତର ଟାଇଟଲ ‘ମୁନ୍ନା ବଦନାମ ହୁଆ’ ରଖାଯାଇଥିବା ବେଳେ ମଲ୍ଲାଇକାଙ୍କ ବଦଳରେ ୱରିନା…

କଳଙ୍କ ଭୟରେ ବିଧାନସଭା ବନ୍ଦ କରି ଦିଆଗଲା: କଂଗ୍ରେସ

ଭୁବନେଶ୍ୱର () ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସରକାରଙ୍କ ପକ୍ଷରୁ କ୍ଲିନ୍ ଚିଟ୍ ଦିଆଯିବା ପ୍ରସଙ୍ଗ ସହ ୧୭ ଦିନ ପୂର୍ବରୁ ବିଧାନସଭା ଶୀତ ଅଧିବେଶନକୁ ବନ୍ଦ କରାଯିବାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।ନଭେମ୍ଵର ୧୩ରୁ ଆରମ୍ଭ ହୋଇଥିବା…

ସୂର୍ୟ୍ୟୋଦୟ ପୂର୍ବରୁ ହିଁ କାହିଁକି ଦିଆଯାଏ ଫାଶୀ, କାରଣ ଜାଣନ୍ତୁ …

ସ୍ୱାଧିକାର ନ୍ୟୁଜ() ଆମ ଦେଶରେ ସବୁବେଳେ ସୂର୍ୟ୍ୟୋଦୟ ଆଗରୁ ହିଁ ଅପରାଧୀଙ୍କୁ ଫାଶୀ ଦିଆଯାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କଣପାଇଁ କରାଯାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର କାରଣ.. ଯଦି କୌଣସି ଲୋକକୁ ଫାଶୀର ଦଣ୍ଡ ମିଳିଥାଏ ତେବେ ଏହା ତାର ମାନସିକତା ଉପରେ ଗଭୀର ପ୍ରଭାବ…

ତଥ୍ୟ ଲୁଚାଇ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ()  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ ନଭୀସ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ନାଗପୁରର ଏକ କୋର୍ଟ ଫଡନାଭିସଙ୍କୁ ସମନ ଜାରି କରିଛନ୍ତି। ସୂଚନାଅନୁସାରେ, ଫଡନାଭିସଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ରହିଛି। କିନ୍ତୁ ସେ…

BYEର ଫୁଲ୍ ଫର୍ମ ଜାଣନ୍ତୁ

ସ୍ୱାଧିକାର ନ୍ୟୁଜ()  ଦୈନିକ ଜୀବନରେ ଆମେ ଅନେକ ଶଦ୍ଧ ବ୍ୟବହାର କରୁ । ଏହି ଶଦ୍ଧର ମାନେ ତ ଆମେ ଜାଣିଥାଉ ହେଲେ ଏହାର ଫୁଲ ଫର୍ମ ଆମେ ଜାଣିନଥାଉ । ଆଜି ଆପଣଙ୍କୁ BYE ର ଫୁଲ୍ ଫର୍ମ  ଜଣାଇବାକୁ ଯାଉଛୁ ଯାହା ଆପଣଙ୍କର ଦୈନିକ ଜୀବନ ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ଆସନ୍ତୁ ଜାଣିବା ...…

କ୍ଷମା ମାଗିଲେ ସ୍ୱାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ() ଆଜି ବିଜେପି ସାଂସଦ ସ୍ୱାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ନାଥୁରାମ ଗଡସେଙ୍କୁ ଦେଇଥିବା ଟିପ୍ପଣୀ ଉପରେ ସଫେଇ ଦେବା ସହ କ୍ଷମା ମାଗିଛନ୍ତି । ସେ ଲୋକସଭାରେ ଲିଖିତ ବୟାନ ଦେଇ କହିଥିଲେ ଯେ, ମୋ ବୟାନକୁ ଭୁଲ ଭାବେ ପ୍ରଦର୍ଶିତ କରାଯାଇଛି । ତେବେ ସେ ସଫେଇ ଦେବା ପରେ ମଧ୍ୟ…

ରାଜଧାନୀରେ ମଣିଷ କଙ୍କାଳ ଠାବ

ଭୁବନେଶ୍ୱର : ରାଜଧାନୀରେ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି  । ଭୁବନେଶ୍ୱରର ଏକ ଭିଆଇପି ଏରିଆ ଭାବେ ପରିଚିତ ଆଇଆରସି ଭିଲେଜ ଅଂଚଳରେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଆଇଆରସି ଭିଲେଜ ହାଇସ୍କୁଲ ପଛପଟେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି ।…

ଶସ୍ତା ହେଲା ସୁନା ଓ ରୂପା, ଆସନ୍ତୁ ଜାଣିବା ନୂଆ ଦାମ୍

ନୁଆଦିଲ୍ଲୀ : ସୁନାର ଦାମ ହ୍ରାସ ପାଇବା ଏବେ ବି ଜାରି ରହିଛି । ଲଗାତର ୬ଷ୍ଠ ଦିନରେ ସୁନା ଶସ୍ତା ହୋଇଛି  । ଗୁରୁବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୩ ଟଙ୍କା କମି ଯାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୯୧ ଟଙ୍କା କମିଯାଇଛି ।…

ଛେଳି କଲିଜା ଖାଉଥିବା ୯୯ ପ୍ରତିଶତ ଲୋକେ ଜାଣିନାହାନ୍ତି ଏହି ଫାଇଦା ବିଷୟରେ

ମାଂସ ଖାଉଥିବା ଲୋକଙ୍କ ମଧ୍ୟରୁ ସାଧାରଣତଃ ଅଧିକ ଲୋକେ ମଟନ ଖାଇବାପାଇଁ  ପସନ୍ଦ କରନ୍ତି। ଛେଳିର କଲିଜା ଖାଇବା ପାଇଁ ବହୁତ ଲୋକେ ପସନ୍ଦ କରନ୍ତି। ଏହି ଆଇଟମ ଲୋକେ ଭାତ ସହ ଖାଇବାକୁ  ପସନ୍ଦ କରିଥାଆନ୍ତି। ତେବେ ମଟନର କଲିଜା ଖାଉଥିବା ଲୋକେ ଜାଣି ନଥିବେ ଯେ, ଏହି ସ୍ବାଦିଷ୍ଟ ଖାଦ୍ୟ…