Odia News Portal
Monthly Archives

December 2019

ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ

ଯାଜପୁର ରୋଡ :  ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁବନ ଗ୍ରାମରେ ଅଭାବନୀୟ ଘଟଣା। ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ। ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡ଼ିକାଲରେ ଭର୍ତି କରାଇଛି ଏବଂ ଅଭିଯୁକ୍ତ ପୁଅ ଟିମା ଦେହୁରୀ ଙ୍କୁ ଥାନାରେ ଅଟକ ରଖିଛି। ଘଟଣାରୁ…

ବଦଳିବ ଶ୍ରୀକ୍ଷେତ୍ରର ମାନଚିତ୍ର

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ହେରିଟେଜ କରିଡର ଚିଠା ଓଡିଶାର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଛନ୍ତି । ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତାର୍ଥଯାତ୍ରୀ ଆସୁଛନ୍ତି । ତେଣୁ ସେମାନଙ୍କୁ…

ମୁଁ ଦେଖିଛି ମୁଖ୍ୟମନ୍ତ୍ରୀଙ୍କ ଅଲଗା ଏକ ବ୍ୟକ୍ତିତ୍ବ

ଭୁବନେଶ୍ୱର() ପୁରୀ ପାଇଁ ରାଜ୍ୟ ସରକାରଙ୍କର ବିଶ୍ବ ସ୍ତରୀୟ ଯୋଜନା । ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡରର ଆର୍କିଟେକ୍ଚର୍ ଡିଜାଇନ ଲୋକାର୍ପିତ । ଲୋକସେବା ଭବନରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଶଙ୍ଖ କ୍ଷେତ୍ରର ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାରମ୍ପରିକ…

ଭୋପାଳରେ ପ୍ରବାସୀ ଓଡ଼ିଆ ମାନଙ୍କର ବନ୍ଧୁମିଳନ

ଭୋପାଳ() ରବିବାର ଦିନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବସବାସ କରୁଥିବା ସମସ୍ତ ଓଡିଆମାନଙ୍କୁ ନେଇ ଉତ୍କଳ ସାଂସ୍କୃତିକ ପରିଷଦ,ଭେଲ୍,ଭୋପାଳର କାର୍ୟ୍ୟକର୍ତ୍ତା ମାନେ ଏକ ବନ୍ଧୁମିଳନ ଆୟୋଜନ କରିଥିଲେ।ଏହି ବନ୍ଧୁମିଳନ ସମାରୋହରେ ପାୟ ୪୦୦ରୁ ଅଧିକ ଓଡିଆ ସମ୍ମିଳିତ ହୋଇଥିଲେ। ଉତ୍କଳ…

IAS ବିଜୟ କେତନ ସସପେଣ୍ଡ

ଭୁବନେଶ୍ୱର() ଆଇ.ଏ.ଏସ ବିଜୟ କେତନ ଉପାଧ୍ୟାୟ ସସପେଣ୍ଡ । ବିଜୟଙ୍କୁ ସସପେଣ୍ଡ କଲେ ରାଜ୍ୟ ସରକାର । ଆଜି ଲାଂଚ ନେଇ ଧରାପଡିଥିଲେ ବିଜୟ । ଲକ୍ଷେ ଟଙ୍କା ଲାଂଚ ନେଲା ବେଳେ ଧରିଥିଲେ ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ ବିଜୟ । ୨୦୦୯ ବ୍ୟାଚର ଆଇଏଏସ ଥିଲେ ବିଜୟ ।…

ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍

ଭୁବନେଶ୍ୱର () ସିଏଏ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍। ଖାଲି ଟ୍ୱିଟ୍ ନୁହେଁ, ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ଲୋକଙ୍କୁ ଏନେଇ ସଚେତନ କରାଯିବ ବୋଲି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ ସିଏଏ…

ସଲମାନଙ୍କୁ ସମାଲୋଚନା କଲେ ଏହି ଅଭିନେତ୍ରୀ

ମୁମ୍ବାଇ() ଅଭିନେତ୍ରୀ କୋଏନା ମିତ୍ରା ସଲ୍ମାନ୍ ଖାନଙ୍କୁ ସୋସିଆଲ ମିଡିଆରେ  ସମାଲୋଚନା କରିଛନ୍ତି। କୋଏନା ଏହା ପ୍ରଥମ ଥର ପାଇଁ କରିନାହାନ୍ତି। ପୂର୍ବରୁ ମଧ୍ୟ କୋଏନା ସଲମାନଙ୍କୁ ବିରୋଧ କରିଥିଲେ। ଗତ ସପ୍ତାହରେ ‘ବିଗ୍ ବସ୍’ ଘରେ ସିଦ୍ଧାର୍ଥ ଶୁକ୍ଳା ଓ ଆସୀମ ରିୟାଜଙ୍କ ମଧ୍ୟରେ…

ଲାଞ୍ଚୁଆ ଆଇଏଏସ୍ ଅଧିକାରୀ ଗିରଫ

ଗିରଫ ହେଲେ ଲାଞ୍ଚୁଆ ଆଇଏଏସ୍ ଅଧିକାରୀ । ୨୦୦୯ ବ୍ୟାଚର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ ଏହି ଆଇଏଏସ୍ ଅଧିକାରୀ । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ…

ସରକାର ବଦଳିଲେ ହେଲେ ବଦଳିଲେନି ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର() ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର । ଅଳ୍ପଦିନିଆ ଦେବେନ୍ଦ୍ର ଫଡନାଭିସ ସରକାରରେ ବି ସେ ଉପମୁଖ୍ୟମନ୍ତ୍ରୀ ଥିଲେ । ସରକାର ବଦଳିଛି କିନ୍ତୁ ବଦଳିନାହାନ୍ତି ଉପମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ରରେ ଗତ ମାସରେ ସରକାର ଗଠନକୁ ନେଇ…

ନୂଆବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର

ପୁରୀ()  ନୂଆ ବର୍ଷ ନିମନ୍ତେ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର । ସିଂହଦ୍ବାର ସାମ୍ନାରେ ନବନିର୍ମିତ ସେଡକୁ ସୁନ୍ଦର ଭାବେ ଫୁଲ ସଜା ଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଡ଼କୁ ଲାଗି ବ୍ୟାରିକେଡ଼ କରାଯାଇଛି।ବାରିକେଡ୍ କଡ଼ରେ ଭକ୍ତଙ୍କ…