Odia News Portal
Yearly Archives

2019

ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଓଡ଼ିଶାର ଦୁଇ ମନ୍ତ୍ରୀ, ବଲେଶ୍ୱରରୁ ରାଷ୍ଟ୍ରପତି ଭବନ, ମନ୍ତ୍ରୀ ବନିଲେ ଗରୀବ ସାଂସଦ

କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍ ସରକାରରେ ଓଡ଼ିଶାର ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ଏହି ଦୁଇ ନେତା ହେଲେ ପ୍ରତାପ ଷଡ଼ଙ୍ଗୀ ଏବଂ ଧର୍ମେନ୍ଦ୍ର ପ୍ରଧାନ। ପ୍ରତାପ ଷଡ଼ଙ୍ଗୀ ଏଥର ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏଣୁ…

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ହିନ୍ଦୀ ଭାଷାରେ ହିଁ ଶପଥ ଗ୍ରହଣ କରିଛନ୍ତି। ସନ୍ଧ୍ୟା ଠିକ୍ ୭ଟାରେ ମୋଦି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ…

ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ପ୍ରତାପ ଷଡ଼ଙ୍ଗୀ

ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ପ୍ରତାପ ଷଡ଼ଙ୍ଗୀଙ୍କୁ ପିଏମଓରୁ ଫୋନ୍ କଲ୍ ଆସିଥିବା ସୂଚନା ମିଳିଛି । ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏବେ ଜାତୀୟ…

କାଠମାଣ୍ଡୁରେ ପହଁଚିଲା କଳ୍ପନାଙ୍କ ମରଶରୀର

କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ୟ୍ୟ ସଫଳ ହୋଇଛି । ସୂଚନା ମୁତାବକ ଗୁରୁବାର ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁକୁ ଅଣାଯାଇଛି । ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶା ଅଣାଯିବ ବୋଲି ସୂଚନା…

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଓଡିଶାର କାହାକୁ ଆସିଛି କଲ, ଜାଣନ୍ତୁ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।ରାଜ୍ୟରୁ ୮ ଜଣ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ…

କମଳା ରଂଗର ଡ୍ରେସ ପିନ୍ଧି ବୋଲ୍ଡ ଲୁକ୍ରେ ନଜର ଆସିଲେ କାଇଲି ଜେନର

ହଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ତାଙ୍କ ବୋଲ୍ଡନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ହଲିଉଡ ସେନସେସନ୍‌ କାଇଲି ଜେନର ୨୧ ବର୍ଷ ବୟସରେ ପୂରା ଇଣ୍ଡଷ୍ଟ୍ରିରେ ଧମାଲ କରୁଛନ୍ତି। ରିଆଲିଟି ଟିଭି ସୋ’ର ଷ୍ଟାର କାଇଲି ନିଜ ଅଭିନୟ ଓ ଅନ୍ଦାଜ ପାଇଁ ବେଶ ପପୁଲାର। ଇଣ୍‌ଷ୍ଟା, ଫେସବୁକ୍‌ ଓ ଅନ୍ୟାନ୍ୟ…

ଆଜିଠୁ କ୍ରିକେଟ୍ ମହାକୁମ୍ଭ, ଇଂଲଣ୍ଡ – ଦକ୍ଷିଣ ଆଫ୍ରିକା ଉଦଘାଟନୀ ମୁକାବିଲା

ଲଣ୍ଡନ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍‌ । ଇଂଲଣ୍ଡ ଓ ୱେଲ୍ସ ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ଆୟୋଜକ ରହିଛନ୍ତି । ଆସନ୍ତାକାଲି ଉଦ୍‌ଘାଟନୀ ମୁକାବିଲା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସମୟ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍କଣ୍ଠା…

ଆଖି ବୁଜିଲା ‘ବିନି’

ଭୁବନେଶ୍ବର : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ବଣମଣିଷ ‘ବିନି’ର ବୁଧବାର ରାତି ୯ଟା ୪୦ରେ ମୃତ୍ୟୁ ହୋଇଛି । ତାର ଖାଦ୍ୟ ଥଳିରେ ଘା’ ହେବାରୁ ସେ ଗୁରୁତର ଅସୁସ୍ଥ ହୋଇଥିଲା । ଓୟୁଏଟିର ଏକ ବିଶେଷଜ୍ଞ ଦଳ ଆସି ତା’ର ଚିକିତ୍ସା ଜାରି ରଖିଥିଲେ । ତେବେ ସବୁ ଚେଷ୍ଟା ସତ୍ତେ୍ୱ ବି ବିନିକୁ…

ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ଥାୟୀ ରୋଜଗାର

ଭୁବନେଶ୍ବର : ଓଡିଶାର ବିକାଶ ଓ ରୂପାନ୍ତରଣରେ ମହିଳା ସଶକ୍ତିକରଣ ଏକ ପ୍ରମୁଖ ସ୍ତମ୍ଭ । ପରିବାର, ଗୋଷ୍ଠୀ ଏବଂ ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ମହିଳାମାନଙ୍କର ଭୂମିକାକୁ ସ୍ବୀକୃତି ଦେଇ ରାଜ୍ୟ ସରକାର ବିଭିନ୍ନ ମହିଳା କେନ୍ଦ୍ରିକ ନୀତି ଓ କାର‌୍ୟ୍ୟକ୍ରମକୁ ଗୁରୁତ୍ବ ପ୍ରଦାନ କରିଛନ୍ତି ।…

ମହିଳା ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ୧୮ ଜଣିଆ ତାଲିକାରେ ସ୍ଥାନ ପାଇଲେ ୩ ଓଡ଼ିଆ

ଏଫଆଇଏଚ ମହିଳା ହକି ସିରିଜ୍ ଫାଇନାଲ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୮ ଜଣିଆ ଭାରତୀୟ ଦଳରେ ୩ ଓଡ଼ିଆ ମହିଳା ହକି ଖେଳାଳୀଙ୍କୁ ଏହି ପ୍ରତିଯୋଗିତା ପାଇଁ ସ୍ଥାନ ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି- ଦିପଗ୍ରେସ୍ ଏକ୍କା, ସୁନିତା ଲାକ୍ରା ଏବଂ ଲିଲିମା ମିଞ୍ଜ । ସେହିପରି ଏହି…