Odia News Portal
Monthly Archives

September 2020

ଯୋଗୀଙ୍କ ଇସ୍ତଫା ଦାବି କଲେ ପ୍ରିୟଙ୍କା

ନୂଆଦିଲ୍ଲୀ () ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗତକାଲି ମୃତ୍ୟୁ ହେବା ପରେ ତାକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଛି। ଗତକାଲି…

ଦୁର୍ଗା ବେଶରେ ସାଂସଦ, ମିଳିଲା ହତ୍ୟା ଧମକ

ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ୍‌ ଜାହାଁ ନିଜକୁ ଦେବୀ ଦୁର୍ଗାଙ୍କ ବେଶରେ ସଜେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିନିମନ୍ତେ କିନ୍ତୁ ତାଙ୍କୁ ଅନେକ ଧମକ ମିଳିଛି । ଜଣେ ମୁସଲମାନ ମହିଳା ହୋଇ ସେ ହିନ୍ଦୁ ଦେବୀଙ୍କୁ ଅସମ୍ମାନ କରୁଥିବାର ଲୋକେ ଅଭିଯୋଗ…

ଭାରତ କରୋନା ନେଇ ଠିକ୍ ତଥ୍ୟ ଦେଇ ନାହିଁ

ନୂଆଦିଲ୍ଲୀ () ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପାର୍ଟିର ଆଶାୟୀ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ବିତର୍କ ହୋଇଛି। କରୋନା ଭାଇରସରକୁ ନେଇ ଟ୍ରମ୍ପଙ୍କୁ ଘେରିଛନ୍ତି ବିଡେନ । ଟ୍ରମ୍ପ ମଧ୍ୟ ବିଡେନଙ୍କୁ ନ ଛାଡି ତାର ଜବାବ…

ଉପରାଷ୍ଟ୍ରପତିଙ୍କ ସୁସ୍ଥ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଉପରାଷ୍ଟ୍ରପତିଙ୍କ ସୁସ୍ଥ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍ କରି ଆଶୁ ଆରୋଗ୍ୟ ସହ ଦୀର୍ଘ ଜୀବନ କାମନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ  କରୋନାର କୌଣସି ଲକ୍ଷଣ ନଥିଲା ବେଳେ  ତାଙ୍କର କରୋନା…

ଭୁବନେଶ୍ୱରରୁ  ଆଉ ୩୨୯ ପଜିଟିଭ୍, ୨୫୬ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରୁ  ଆଉ ୩୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୨୬ରେ ପହଞ୍ଚିଛି । ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୩ ଜଣ ରହିଥିବା ବେଳେ ୨୫୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ରାଜଧାନୀରେ…

ମଥାରେ ତିଳକ ଲଗାଇବା ପଛରେ କ’ଣ ରହିଛି ବୈଜ୍ଞାନିକ ମହତ୍ତ୍ୱ ଜାଣନ୍ତୁ …

ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ପରମ୍ପରା ଦେଇ ଗତି କରିବାକୁ ପଡ଼େ । ଏହି ପରମ୍ପରାଗୁଡ଼ିକ ଲୋକଦେଖାଣିଆ ନୁହେଁ । ଏହା ପଛରେ ବୈଜ୍ଞାନିକ କାରଣଗୁଡ଼ିକ ରହିଛି । ମଥାରେ ତିଳକ ଲଗାଇବା ପଛରେ କ’ଣ ବୈଜ୍ଞାନିକ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା .... ମଥାରେ ତିଳକ ଲଗାଇବା ହିନ୍ଦୁ ପରମ୍ପରା…

ବିଲ୍ ଚିରିଦେଲେ ତାରା

ଭୁବନେଶ୍ୱର() ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ସରଗରମ ଆଲୋଚନା ଚାଲିଛି । ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି । ଏହା ସହ ସେ ଗୃହ ଭିତରେ ବିଲକୁ ଚିରିଦେଇଛନ୍ତି…

ସ୍କୁଲ ଫି’ ଛାଡ ମାମଲା ରାୟ ସଂରକ୍ଷିତ

କଟକ() ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ମାମଲାର ଶୁଣାଣି ଶେଷ ହୋଇଛି । ଏନେଇ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ କମିଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । କରୋନା ବେଳେ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ କରିବାକୁ ସୁପାରିଶ କରିଥିଲା କମିଟି । କରୋନା ବେଳେ ସ୍କୁଲ…

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରବାରେ ଲାଗିଛି ।  ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସାଂସଦ ସସ୍ମିତ ପାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ସସ୍ମିତ ପାତ୍ର ଟ୍ୱିଟ୍ ଜରିଆରେ…

ବୌଦ୍ଧ ଡେପୁଟି କଲେକ୍ଟର ଗିରଫ

ଭୁବନେଶ୍ୱର() ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି ।  ଶରଦଙ୍କ ପତ୍ନୀ ତାଙ୍କ ନାଁରେ ନିର୍ଯ୍ୟାତନା ଓ ପରକୀୟା ପ୍ରୀତିର ଅଭିଯୋଗ କରିଥିଲେ । ଗିରଫ କରାଯିବା ପରେ ତାଙ୍କୁ ଝାରସୁଗୁଡା ବିଡିଏମ ଫାଣ୍ଡିରେ ରଖି ପଚାରାଉଚରା…