Odia News Portal
Yearly Archives

2020

ଗଞ୍ଜେଇ କାରବାରକୁ ନେଇ ଜାତୀୟ ସ୍ତରରେ ଓଡିଶା ନିନ୍ଦିତ

ଭୁବନେଶ୍ୱର : ଦେଶରେ ଚର୍ଚ୍ଚାର ଶିରୋନାମ ପାଲଟିଥିବା ରିୟା ଚକ୍ରବର୍ତ୍ତୀ ମାମଲାରେ ଗଞ୍ଜେଇ ସେବନର ଚେର ଭୁବନେଶ୍ୱର ଯାଏ ଲମ୍ବିଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଥିବାବେଳେ ରାଜଧାନୀର ଅବକାରୀ ବିଭାଗ କିନ୍ତୁ ଏକ ପ୍ରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ସହରର ପ୍ରମୁଖ ସ୍ଥାନରୁ ଆରମ୍ଭକରି…

ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟର ଆଉ ଜଣେ ବିଧାୟକ ମହାମାରୀ କବଜାକୁ ଆସିଛନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଟେଷ୍ଟ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ…

ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ଆଶ୍ବସ୍ତି ଆଣି ଦେଉଛି ବନ୍ୟାଜଳ। ଗତ କାଲିଠାରୁ ହୀରାକୁଦ ଡ୍ୟାମର ଗୋଟିଏ ପରେ  ଗୋଟିଏ ଗେଟକୁ ବନ୍ଦ କରି ଦିଆଯଉଛି । ଯାହା ଫଳରେ ନଦୀର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି। ଗତକାଲି ବାଳମ୍ବିତ ରାତିରେ  ବନ୍ଦ ହେଲା ହୀରାକୁଦର ୪ଟି ଗେଟ। ବର୍ତ୍ତମାନ ୩୬ଟି ସୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ…

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର : ଦୁଇ ଦିନର ବୀରତି ପରେ ଆଜି ଠାରୁ ପୁଣି ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।  ପଶ୍ଚିମ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷିବାର ସମ୍ଭାବନା ରହିଛି। ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କ ଅସ୍ବାଭାବିକ ଚିନ୍ତାଧାରା ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ନିରୁତ୍ସ|ହିତ କରିବ । ଗୃହ, ଭୂମି, ଗାଡିମୋଟର,ବନ୍ଧୁସମ୍ପର୍କକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ରହିଛି । ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା…

ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ ରେକର୍ଡ କଲା ଆଜିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ  ମିଶାଇ  ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିଛି ।  ଆଜି ଭୁବନେଶ୍ୱରରେ ୨୯୭ ଜଣ ଆକ୍ରାନ୍ତ ସୁସ୍ଥ…

ଖୁସି ଖବର : ଚତୁର୍ଥ ଥର ପାଇଁ ମା’ ହେବ ସିମ୍ପାଞ୍ଜି ‘ପୂର୍ଣ୍ଣିମା’

ଚନ୍ଦକା : ନନ୍ଦନକାନନ ପାଇଁ ଏକ ଖୁସି ଖବର । ଏଠାରେ ରହୁଥିବା ସିମ୍ପାଞ୍ଜି ‘ପୂର୍ଣ୍ଣିମା’ ଚତୁର୍ଥ ଥର ପାଇଁ ମା’ ହେବାକୁ ଯାଉଛି । ପ୍ରାକୃତିକ ପରିବେଶ ଭରା ନନ୍ଦନକାନନ ସିମ୍ପାଞ୍ଜି ବଂଶ ବିସ୍ତାର କ୍ଷେତ୍ରରେ ସବୁ ଚିଡ଼ିଆଖାନାଠାରୁ ଆଗରେ ରହିଛି । ୧୯୬୦ ମସିହା ଡିସେମ୍ବର ୨୯ ତାରିଖ ଦିନ…

ଏବେ ଆପଣଙ୍କ ଘରେ ପହଞ୍ଚିବ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ

ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଯାଇପାରୁନାହାନ୍ତି । ଏବେ ଏହି ଚିନ୍ତାରୁ ମୁକ୍ତି ମିଳିବ । ଏବେ ଘରେ ବସି ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ ମଗାଇ ପାରିବେ ଆପଣ । ଏଥିପାଇଁ ମାତା ବୈଷ୍ଣୋଦେବୀ ସାଇନ ବୋର୍ଡ ଡାକ ମାଧ୍ୟମରେ ଆପଣଙ୍କୁ…

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବ୍ରହ୍ମପୁର : ଆହତ ଅବସ୍ଥାରେ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗାଁରୁ ଏହି ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟି ଉଡିଯାଉଥିବା ସମୟରେ କିଛି କାଉଙ୍କ ଆକ୍ରମଣର ଶିକାର ହୋଇ ଆସି ଜଣଙ୍କ ଘର…

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର : ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା। କୋଭିଡ-୧୯ ପରୀକ୍ଷଣରେ ପଜିଟିଭ୍‌ ଆସିଥିବା ନିଜେ ଟ୍ୱିଟ୍‌ କରି ଜଣାଇଲେ ବିଧାୟକ। ତାଙ୍କର କୌଣସି ଲକ୍ଷଣ ନାହିଁ, ସଂଗରୋଧରେ ଅଛନ୍ତି। ମଧୁମେହରେ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ବିଧାୟକଙ୍କ ଡ୍ରାଇଭର କରୋନା ପଜିଟିଭ…