Odia News Portal
Yearly Archives

2020

ଆଉ ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କୁ ଗଳା ଚିପି ହତ୍ୟା

ଟିକଟକ୍‌ ଷ୍ଟାର ସିୟା କକ୍କଡ ନିକଟରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାମଧ୍ୟରେ ପୁଣି ଆଉ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ସୋନିପତ ଜିଲ୍ଲାର କୁଣ୍ଡଳି ଅଞ୍ଚଳରେ ଟିକଟକ ତାରକା ଶିବାନୀଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ଏହାକୁ ନେଇ ଜଣକୁ ଗିରଫ…

ତୈଳଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳର ବିକ୍ଷୋଭ

ଭୁବନେଶ୍ୱର : ଦେଶରେ ଗତ ତିନି ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଅହେତୁକ ଦର ବୃଦ୍ଧି ଘଟୁଛି । ଏହି ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ସିଧାସଳଖ ସାଧାରଣ, ଗରିବ ଓ ଖଟିଖିଆ ଲୋକେ ପ୍ରଭାବିତ ହେଉଛନ୍ତି । ଫଳରେ ଲୋକମାନଙ୍କୁ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଚଢା…

କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ ଲାଗି ଯାଇଛି। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି । କିଛି ସମୟ ପୂର୍ବରୁ ଅଚାନକ ଗୋଟିଏ ଏସିରୁ ଧୂଆଁ ବାହାରି ଆଇସିୟୁ ଭିତରେ ବ୍ୟାପିଗଲା । ସେଠାରେ ଥିବା ଲୋକମାନେ ନିଜ ନିଜ…

ବାଲୁଙ୍କେଶ୍ୱର ମଣ୍ଡପ ଓ ରୋଷଶାଳାକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର :  କରୋନା ଗାଇଡ୍‌ ଲାଇନ୍‌ କୁ ମାନି ନଥିବାରୁ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପ ଓ ତା’ର ରୋଷଶାଳାକୁ ବିଏମ୍‌ସି ସିଲ୍‌ କରିଛି । ନୟାପଲ୍ଲୀରେ ଥିବା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଓ ରୋଷଶାଳାକୁ ସିଲ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ଜଣାଯାଇଛି । ଦିନକୁ ଦିନ ରାଜ୍ୟରେ…

୧୦ ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିବ

ଭୁବନେଶ୍ୱର()  ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିବ ବୋଲି ସେ କହିଛନ୍ତି । ୧୦ଟି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ଯାଜପୁର,…

ବଦଳିଲା ନାଇଟ କର୍ଫ୍ୟୁ ସମୟ

ଭୁବନେଶ୍ୱର() ଆଜି ସରୁଛି ଅନ୍‌ଲକ୍ ୧.୦ । କାଲିଠାରୁ କିଛି ନିୟମରେ ପରିବର୍ତ୍ତନ କରାଯାଉଛି । ଏହି ଅବସରରେ ରାଜ୍ୟସରକାର ଗାଇଡ୍ ଲାଇନ୍‌ରେ କିଛି ପରିବର୍ତ୍ତନ କରିଛନ୍ତି । ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ କରୋନା ଲଢ଼େଇରେ ଓଡ଼ିଶାର…

ଆଜି ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୯, ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, ଝାରସୁଗୁଡ଼ାରୁ ୧୫,…

ନଭେମ୍ବର ଯାଏଁ ମାଗଣା ରାସନ୍

ଭୁବନେଶ୍ୱର() କରୋନାର ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଲେଯେ, କରୋନା ବିରୋଧରେ ଲଢ଼ିଲଢ଼ି ଆମେ ଏବେ ଅନଲକ ୨.୦ରେ ପହଁଚିଗଲାଣି । ତେବେ ଏହା ଭିତରେ ସର୍ଦ୍ଧି ମୌସୁମୀରେ ବି ଆମେ ପ୍ରବେଶ କରିସାରିଛୁ । ତେଣୁ…

ଏଣିକି ଭିଡ଼ିଓ ମାଧ୍ୟମରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ

ଭୁବନେଶ୍ୱର() କରୋନା ନେଇ ଦେଶ ଓ ରାଜ୍ୟ ବହୁପ୍ରକାର ସମସ୍ୟା ଦେଇ ଗତି କରୁଛି । ଏହାସହ ସତର୍କ ଦୃଷ୍ଟିରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସ୍କୁଲ ଓ କଲେଜ ବନ୍ଦ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିଛି । ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ…

ଭୁବନେଶ୍ୱରରୁ ୬ଜଣ ପଜିଟିଭ, ୫ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଜି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ୫ଜଣ ଓ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଫେରନ୍ତା ଜଣେ ୫୬ବର୍ଷୀୟ ପୁରୁଷ ରେଳ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିରୀପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳର ୩ଜଣ…