Odia News Portal
Yearly Archives

2020

୧୦୦ କୋଟିର ମାନହାନି ମକଦ୍ଧମା

ପୁଣେ()  ଜଣେ ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଧମା ରୁଜୁ କରିଛି ସେରମ ଇନଷ୍ଟିଚ୍ୟୁଟ । ସ୍ୱେଚ୍ଛାସେବୀ ଜଣକ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । କରୋନା ଟିକା କୋଭିସିଲ୍ଡର ପରୀକ୍ଷଣ ସମୟରେ ଏହି ସ୍ୱେଚ୍ଛାସେବୀ ଜଣକ ଅସୁସ୍ଥ ହୋଇଥିବାର…

ଆକାଶ ପାଠକଙ୍କ ବିରୋଧରେ ଠକେଇ ଅଭିଯୋଗ, ତଦନ୍ତ କରିବ କ୍ରାଇମବ୍ରାଂଚ ଟିମ୍

‌ବ୍ରହ୍ମପୁର ()  ଆୟ ବହିର୍ଭୂତ ସଂପତି ମାମଲାରେ ବାପା ଅଭୟକାନ୍ତ ପାଠକଙ୍କ ସହ ଜେଲରେ ଥିବା ପୁ୍‌ଅ ଆକାଶ ପାଠକଙ୍କ ବିରୋଧରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗର ଯାଂଚ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଂଚର ଦୁଇ ଜଣିଆ ଟିମ୍ ପହଂଚିଛନ୍ତି । ଚାକିରୀ ଦେବା…

ପାଠକଙ୍କ ସୁରକ୍ଷା ପାଇଁ ପରୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି

ଭୁବନେଶ୍ୱର() ବିଧାନସଭାରେ ଲଗାତାର ହଙ୍ଗାମା ଜାରି ରଖିଥିବା ବିଜେପିର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । କୋଟି କୋଟି ଟଙ୍କା ଲୁଟ୍‍ରେ ବନ୍ଧା ହୋଇଥିବା ସରକାରୀ ବାବୁ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ସୁରକ୍ଷା ଦେବାଲାଗି ବିଜେପି ଜାଣିଶୁଣି ବିଧାନସଭାରେ ପରୀ ପ୍ରସଙ୍ଗୁ ଅସ୍ତ୍ର…

ଜନତାଙ୍କ ସ୍ୱାର୍ଥ ହାନି କରୁଥିବା ନେତାଙ୍କୁ ଆଦୈା ବରଦାସ୍ତ କରାଯିବ ନାହିଁ

ଭୁବନେଶ୍ୱର() ନିଜର ସଂପୂର୍ଣ୍ଣ ରାଜନୈତିକ କ୍ୟାରିଅରରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାରେ ନୁହେଁ ବାରମ୍ବାର ସେ ନିଜ କାର୍ଯ୍ୟରେ ବି ଏହା ପ୍ରମାଣିତ କରିଆସିଛନ୍ତି । ଏବେ ଦୁର୍ନୀତି ଓ ଦୁର୍ନୀତିକୁ…

ଆତ୍ମହତ୍ୟା ଉଦ୍ୟମର ଆଗୁଆ ଖବରକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର ()   ବିଧାନସଭା ସ୧ୁଖରେ ତିନି ତିନିଟି ଆତ୍ମହତ୍ୟା ଉଦ୍ୟମ ଏବେ ପୁଲିସ୍‍ ଓ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନେ କିଭଳି ଆସୁଛନ୍ତି ଓ ଏମାନଙ୍କୁ କିଏ ଆଣୁଛି ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ବିଶେଷକରି କିରୋସିନି ଧରି…

ଦଳରୁ ବହିଷ୍କାର ହେବାପରେ ପ୍ରଦୀପଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର() ଜନବିରୋଧୀ କାମ ଅଭିଯୋଗ ରେ ଦଳରୁ ବହିଷ୍କାର ହେବାପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି କହିଛନ୍ତି ପ୍ରଦୀପ। ଦଳ ତରଫରୁ ଯେଉଁ କାର୍ଯ୍ୟ ଦିଆଯାଇଛି ତାକୁ କରିଛି ବୋଲି କହିଛନ୍ତି ପ୍ରଦୀପ ।ସେ କିପରି ଦଳର…

ପୁଣି ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା, ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର() ବିରୋଧୀ ଦଳ ଙ୍କ ପ୍ରବଳ ହଙ୍ଗାମା ମଧ୍ୟ ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ସୂଚନାଯୋଗ୍ୟ ଶନିବାର ଅପରାହ୍ଣର…

ଗ୍ରୀନ୍‌ ଜୋନରେ ଓଡିଶା

ଭୁବନେଶ୍ବର () କରୋନା ସଂକ୍ରମଣ କମିଛି ସହ ମୃତ୍ୟୁରେ ବ୍ରେକ୍‌ ଲାଗିଛି  । ୨୪ ଘଣ୍ଟା ମଧ୍ୟରେ ୫୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ସିଲ୍ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର() ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ବନ୍ଦ କରି ଦେଇଛି କମିଶନରେଟ୍ ପୁଲିସ୍। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ପୁଲିସ୍ ସିଲ୍ କରି ଦେଇଛି। ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଯୋଗୁ କମିଶନରେଟ୍ ପୁଲିସ ପକ୍ଷରୁ ଏଭଳି କଟକଣା ଲାଗୁ କରାଯାଇଛି।…

ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର () ବିଜେଡିରୁ ବହିସ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିସ୍କୃତ କରାଯାଇଛି । ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତିରେ ସହଯୋଗ କରିଥିବା ଅଭିଯୋଗରେ ପ୍ରଦୀପଙ୍କୁ ବହିଷ୍କାର କରିଛନ୍ତି…