ଜନ୍ମକଲା ପୁଅ ପାଲଟିଲା ରାକ୍ଷସ
ଜଳେଶ୍ବର : ଜନ୍ମକଲା ପୁଅ ପାଲଟିଲା ରାକ୍ଷସ । ନିଜ ବୁଢୀ ମାକୁ କାଠଫାଳିଆରେ ଅତି ନୃଶଂସ ଭାବେ ପିଟି ପିଟି ଲହୁଲୁହାଣ କରି ଦେଇଛି । ପୁଅ ମାଡ଼ରେ ମା’ର ଅଣ୍ଟା ଭାଙ୍ଗି ଯାଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ । ଏହି…
