ଭିଏସ୍ଏସ୍ ନଗରରେ ନିଆରା ଉଦ୍ୟମ : ‘ବନ୍ଦେ ଉତ୍କଳ ଜନନୀ’ଗାଇଲେ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ
ଭୁବନେଶ୍ୱର : ମାତୃଶକ୍ତି ଜଗତର ଶ୍ରେଷ୍ଠ ଶକ୍ତି । ମାତୃଶକ୍ତି ନିକଟରେ ସମସ୍ତ ଅଶୁଭ ଓ ରାକ୍ଷାସ ହାରମାନିଥାଏ । ତେଣୁ ମା’ କୋଳ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ । ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ…
