ପେଟ୍ରୋଲ ପମ୍ପରେ ଖୋଲା ରହିବ ଟାୟାର ମରାମତି ଦୋକାନ
ଭୁବନେଶ୍ୱର : ବର୍ତ୍ତମାନ ଲକ୍ଡାଉନ୍ର ସମସ୍ୟା ନେଇ ଆମେ କିଛି ସମୟ ପୂର୍ବରୁ ଏକ ଖବର ପ୍ରକାଶ କରିଥିଲୁ। ଯେଉଁଥିରେ ଗ୍ୟାରେଜ୍ ଓ ଟାୟାର ମରାମତି ଦୋକନର ଆବଶ୍ୟକତା କଥା ଜଣାଇଥିଲୁ । ସମ୍ଭବତଃ ଏହି ସମସ୍ୟାକୁ ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ହୃଦୟଙ୍ଗମ କରି ସାରିଥିଲେ । ତେଣୁ…
