ଲଞ୍ଚ ହେଲା ତିନୋଟି ନୂଆ ଏବଂ ଶସ୍ତା ପ୍ରି-ପେଡ୍ ପ୍ଲାନ, କଣ ଅଛି ଆସନ୍ତୁ ଜାଣିବା
ଜିଓ ମୁକାବିଲାରେ ଏୟାରଟେଲ ପୂର୍ବରୁ ହିଁ ନିଜର ସମସ୍ତ ପ୍ଲାନରେ ଅନଲିମିଟେଡ୍ କଲିଂର ସୁବିଧା ଦେଇଛି କିନ୍ତୁ ଏୟାରଟେଲ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେ ବହୁତ ବଡ ଖେଳ ଖେଳିଛି। ଯାହାକୁ ଜାଣିଲା ପରେ ଆପଣ ଖୁସିରେ ଝୁମି ଉଠିବେ। ଏୟାରଟେଲ ତିନୋଟି ନୂଆ ଏବଂ ଶସ୍ତା…
