Odia News Portal
Monthly Archives

June 2021

ପଟ୍ଟାଙ୍ଗୀର ପୂର୍ବତନ ବିଧାୟିକାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ପଟାଙ୍ଗୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ପଟାଙ୍ଗୀଙ୍କ ପରଲୋକ ହୋଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ଶୋକ ପ୍ରକାଶ କରିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କି, ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା

ଦେଶରେ ଏଯାଏଁ ୩ଜଣ ଡେଲଟା ପ୍ଲସ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ୪୮ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି। ସମଗ୍ର ଦେଶ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ବିଶ୍ୱର ପ୍ରାୟ ୧୨ଟି ଦେଶରେ ଏହି

ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିଲିନ କ୍ରୀଷ୍ଣା

ଗଞ୍ଜାମ: ଶନିବାର ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିଲିନ କ୍ରୀଷ୍ଣା । ବିଭିନ୍ନ କ୍ରୀଡା ଭିତ୍ତିକ ପ୍ରକଳ୍ପର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ଛତ୍ରପୁରରେ ପ୍ରସ୍ତାବିତ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତେବେ ପ୍ରଥମେ ସେ ବ୍ରହ୍ମପୁର

ଡେଲଟାପ୍ଲସ ଘାତକ ନୁହେଁ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ଜିନମ ସିକ୍ୟୁଏନ୍ସି ଓ ଡେଲ୍ଟା ପ୍ଲସ ମ୍ୟୁଟସେନ ନେଇ ଆଇଏଲଏସ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ସାରା ଦେଶରେ ୪୬ ହଜାର ଓ ଓଡିଶାରୁ ପ୍ରାୟ ୧୧ ଶହ ସିକ୍ୟୁଏନ୍ସି ହୋଇଛି । ଆଇଏଲଏସରେ କେବଳ ଗୋଟିଏ ଡେଲ୍ଟା ପ୍ଲସ ମ୍ୟୁଟେସନ ଚିହ୍ନଟ କରିଛୁ । ଏହା ଗୋଟିଏ ମ୍ୟୁଟେସନ, ସାଂଘାତିକ

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ: ଚଳିତ ବର୍ଷ ଜୋରଦାର ଚାଲିଛି ରଥଧ ନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସରିଯାଉଛି । ଶୁକ୍ରବାର ତାଗ ବାଡ଼ିଆ ସରି ପଟା ଫିଟିଂ ଆରମ୍ଭ ହୋଇଛି । ଶନିବାର ଦିନ ରଥରେ କଇଁଚି ବାଡ଼ିଆ ସହ ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍

ଲାଇନ ଚ୍ୟୁଚ ହେଲା ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ହଜରତ ନିଜାମୁଦ୍ଦିନରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କୋଙ୍କଣ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା

୬ଜଣ ବରିଷ୍ଟ ପର୍ଯ୍ୟବେକ୍ଷକଙ୍କ ଜିଲ୍ଲା ଦାୟିତ୍ୱ ଦେଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ୩୦ଟି ଯାକ ଜିଲ୍ଲା ଲାଗି ପ୍ରଭାରୀ ନିଯୁକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ୬ଜଣ ବରିଷ୍ଟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ନବୀନ । ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୁଟ

ଜୀବନ ନେଲା ଭାଉଜ ପ୍ରେମ

କଟକ: କାଳ ହେଲା ପରକୀୟ ପ୍ରୀତି । ଭାଉଜ ପ୍ରେମ ଲାଗି ଜୀବନ ଗଲା । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଜବତ । କଟକ ଜିଲ୍ଲା ସାଲେପୁର ଥାନା କୁଅଁରପୁର ଗାଁରୁ ଆସିଛି ଏଭଳି ଖବର । ମୃତକଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ

ସୁସ୍ଥ ଅଛନ୍ତି ଓଡ଼ିଶାର ପ୍ରଥମ ଡେଲଟା ପ୍ଲସ ରୋଗୀ

ଭୁବନେଶ୍ୱର: ଗତକାଲି ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ଥିବା ବେଳେ ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ କରୋନାର

ନୂଅପଡ଼ା ଜିଲ୍ଲାରେ ମେଟ୍ରିକ୍ ପରୀକ୍ଷା ପାସ୍ ହାର ୯୭.୫୬% , ଦୁଇ ଜଣ ଛାତ୍ରୀ ଏ ୱାନ୍

ନୁଆପଡା: ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । କରୋନା ସଂକ୍ରମଣ ର ଭୟ ଯୋଗୁଁ ଚଳିତ ବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କ୍ୟାରିୟର୍ କୁ ନେଇ ଚିନ୍ତା କରୁଥିବା ଛାତ୍ରଛାତ୍ରୀ ଙ୍କ ଅଶାନ୍ତ ମନରେ ଆଣିଛି ଅନେକ ଉତ୍ସାହ। ନୁଆପଡା ଜିଲ୍ଲା ରେ ଚଳିତ ବର୍ଷ ପାସ୍ ହାର ୯୭.୫୬ %