Odia News Portal
Monthly Archives

June 2021

ଖୁବଶୀଘ୍ର ଜାତୀୟ ସ୍ତରରେ ହେବ ସୋରୋ ସର୍ଭେ

ଭୁବନେଶ୍ୱର: କରୋନା ଭୂତାଣୁର ଘନତ୍ୱ ଜାଣିବା ଲାଗି ଜାତୀୟ ସ୍ତରରେ ହେବ ସୋରୋ ସର୍ଭେ । ଭାଇରସ କେତେ ଜଣଙ୍କୁ ଛୁଇଁଲାଣି ଜାଣିବା ଲାଗି ଏହି ସର୍ଭେ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ସାରା ବିଶ୍ୱକୁ କବଳିତ କରିଛି କରୋନା ଭାଇରସ । ପ୍ରତିଦିନ ଏହି

ରାଜଧାନୀରେ ବଦଳିକ ଟିକା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ବଦଳିବା ନେଇ ସୂଚନା ଦେଲେ କମିଶନର ସଞ୍ଜୟ ସିଂ । ସକାଳେ ପ୍ରଥମ ଡୋଜ ଦିଆଯିବାକୁ ଥିବାବେଳେ ଅପରାହ୍ନରେ ଦିଆଯିବ ଦ୍ୱିତୀୟ ଡୋଜ । ପ୍ରଥମ ଡୋଜ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ଚାଲୁ ରହିବ । ଆସନ୍ତା ସୋମବାରଠାରୁ ଡିଉ ଥିବା ୨ୟ

ଟିଏମସିରେ ଯୋଗ ଦେଲେ ମୁକୁଲ

କୋଲକାତା: ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଲେ ମୁକୁଲ ରାୟ । ଆଜି କୋଲକାତାର ଟିଏମସି କାର୍ଯ୍ୟାଳୟରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମୁକୁଲଙ୍କ ସହ ତାଙ୍କ ପୁଅ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।

ପ୍ରବଳ କୁଟିବ, ୬ ଜିଲ୍ଲାକୁ ରେଡ୍ ୱାଣ୍ଣିଂ

ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେଉଥିବା ବେଳେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଉଛି ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଓ ଅନୁଗୋଳ ରହିଛି। ଏହି

ଅଶ୍ଳୀଳ ଭିଡ଼ିଓ ଦେଖି ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କଲେ ୭ ନାବାଳକ

ଚଣ୍ଡିଗଡ଼: ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ୭ଜଣ ମିଶି ଦୁଷ୍କର୍ମ କରିଛନ୍ତି । ତେବେ ଏଭଳି ଜଘନ୍ୟକାଣ୍ଡ ଘଟାଇଛନ୍ତି ନାବାଳକ । ୭ଜଣ ନାବାଳକ ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ସେମାନେ ଅଶ୍ଳିଳ ଭିଡିଓ ଦେଖିବାର ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା

ବୋହୂକୁ ଗାଁ ଦାଣ୍ଡରେ ପିଟିଲା ଶାଶୂ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଝୁଙ୍କାପଡ଼ା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ । ବୋହୂକୁ ଗାଁ ଦାଣ୍ଡରେ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ଶାଶୁ । ଯୌତୁକ ନିର୍ଯାତନା ଦେଉଛି ଶାଶୁ । ତେବେ ଏହି ଘଟଣା କିଛି ନୂଆ ନୁହେଁ । ପ୍ରତିଦିନ ବୋହୂକୁ ଏଭଳି ଅକଥନୀୟ ନିର୍ଯାତନା

କୋଇଲା ବୋଝେଇ ହାଇୱାକୁ ଧକ୍କା ଦେଲା ଟ୍ରେନ

ଜଗସିଂହପୁର: କୋଇଲା ବୋଝେଇ ହାଇସ୍ୱାକୁ ଧକ୍କା ଦେଲା ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ହାଇୱାଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ତେବେ ସେହି ସ୍ଥାନରେ ରେଳ ଧାରଣା ପାର ହୋଇ ସବୁଦିନ ହଜାର

ବଢ଼ିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଆବେଦନ ସମୟ ସୀମାର ଅବଧି ବଢ଼ାଯାଇଛି । ଜୁନ୍ ୨୬ ତାରିଖ ଯାଏଁ ବଢ଼ିଛି ଏହି ଆବେଦନ ଅବଧି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନଓ ମଙ୍ଗରାଜ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ୨୦୧୬ରେ

ସିଲ୍ ହେଲା ଆମିଷ ଦୋକାନ, ୩ ଗିରଫ

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଆମିଷ ଦୋକାନକୁ ସିଲ କରିଛି ପୋଲିସ । ଭୁବନେଶ୍ୱର ପଟିଆସ୍ଥିତ ‘ଦ ନନଭେଜ ୱାଲ୍ଡ’କୁ ସିଲ୍ କରାଯାଇଛି । କୋଭିଡ ନିୟମ ଉଲଙ୍ଘନ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଅନଲାଇନ ଓ ଅଫ ଲାଇନରେ ଏହି ଦୋକାନ ବିକ୍ରି କରୁଥିବା ବେଳେ ପ୍ରବଳ ଲୋକଙ୍କ ଭିଡ

କୃଷକଙ୍କ ଲାଗି ଖୁସି ଖବର, ବର୍ଷକୁ ମିଳିବ ୧୦ ହଜାର ଟଙ୍କା

କୋଲକାତା: କରୋନା କାଳରେ କୃଷକଙ୍କ ଲାଗି ଖୁସି ଖବର । କୃଷକଙ୍କ ଲାଗି ବଡ଼ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୃଷକ ବନ୍ଧୁ ଯୋଜନା ଘୋଷଣା କରିଛନ୍ତି ମମତା । ଏହି ଯୋଜନାରେ ରାଜ୍ୟର ସମସ୍ତ କୃଷକ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ଗତକାଲି