Odia News Portal
Monthly Archives

June 2021

ଶ୍ରୀଲଙ୍କା ଗସ୍ତ ଲାଗି ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିଲାଗି ଆଜି ଘୋଷଣା ହୋଇଛି ଦଳ । ଶିଖର ଧାୱନଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ଭୁବନେଶ୍ୱର କୁମାର ହୋଇଛନ୍ତି ଉପଅଧିନାୟକ । ଆଇପିଏଲ ୧୪ରେ ଭଲ ପ୍ରଦର୍ଶନ କରିଥିବା

ଯୁକ୍ତ ୨ ନାମ ଲେଖା ଲାଗି ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୨ ନାମ ଲେଖା ଲାଗି ଆରମ୍ଭ ହେଲାଣି ପ୍ରସ୍ତୂତି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ନାମଲେଖା ପ୍ରକ୍ରିୟା ପାଇଁ ଷ୍ଟିୟରିଂ କମିଟି ଗଠନ କରାଯିବ। ମୁଖ୍ୟତଃ ଏହି କିମିଟି ଗତବର୍ଷ ନାମଲେଖା

ସିନିୟର କ୍ୟାଡର ମାଓବାଦୀ ନିହତ

ଭୁବନେଶ୍ୱର: ଏସଓଜିର ଓଡ଼ିଶା ପୋଲିସର ମିଳିତ ଅପରେସନ ହୋଇଥିଲା । ପୋଲିସ ମାଓବାଦୀ ଗୁଳି ବିନିମୟ ବେଳେ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ତେବେ ମୃତ ମାଓନେତାଙ୍କ ପରିଚୟ ମିଳିପାରି ନାହିଁ । ବରଗଡ଼ ଜିଲ୍ଲା ପଦମପୁର ମାଓ କ୍ୟାଡରର ସିନିୟର ମାଓବାଦୀ ନିହତ । ଭଞ୍ଜଗୁଣ୍ଡା

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର: ପୁଣି କରେନାରେ ଆସିଲା ଦୁଃଖ ଖବର । ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି ବୋଲି ତାଙ୍କ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅଙ୍କୁ

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୭୮ଜଣ ପଜିଟିଭ

ଏହି ଖେଳାଳୀଙ୍କ ସ୍ଥାନରେ ଖେଳିପାନ୍ତି ସିରାଜ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବା ଲାଗି ଇଂଲଣ୍ଡ ଗସ୍ତରେ ଅଛି ଟିମ୍ ଇଣ୍ଡିଆ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖୋଳଯିବାକୁ ଥିବା ମ୍ୟାଚରେ ସାମ୍ଭବ୍ୟ ୧୧ଜଣିଆ ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଇଂଲଣ୍ଡରେ ଏବେ ଥଣ୍ଡା ପଡୁଥିବାରୁ ପେସରଙ୍କୁ

ମୁଠାଏ ଦାନା ଚେନାଏ ହସର ବାର୍ତ୍ତାନେଇ ଭୋକିଲା ପେଟର ଭୋକ ବୁଝୁଛନ୍ତି ସ୍ୱାଗତିକା

ଭୁବନେଶ୍ୱର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ବାସ୍ ଏ କଥାକୁ ମର୍ମେ ମର୍ମେ ବୁଝନ୍ତି କଛି ଦରଦୀ ହୃଦୟ । କେଉଁଠି ନା କେଉଁଠି ତାଙ୍କ ହୃଦୟରେ ଥାଏ ଅତିରିକ୍ତ ଜାଗାଟେ । ସେଥିପାଇଁ ମାପି ପାରନ୍ତି ଗରିବ ପେଟର ଭୋକକୁ ଅବା ଦୁଃଖି ଶରୀରର ପିଡା଼କୁ । ପତ୍ର ଲଗା ଘଞ୍ଚ ଡାଳଟେ ପରି ହୋଇ

ଭାଇରାଲ ହେଉଛି ମଲାଇକାଙ୍କ ବିକିନି ଲୁକ୍‌

ମୁମ୍ବାଇ: ବଲିଉଡର ବେଶ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ମଲାଇକା ଅରୋରା ଖାନ୍ । ସେ ସବୁବେଳେ ନିଜ ପ୍ରଂଶସକଙ୍କ ଲାଗି ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ପୋଷ୍ଟ କରିଥାନ୍ତି । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ସେ ବେଶ ଅକ୍ଟିଭ ରହିଥାନ୍ତି । ଏବେ ସେ ବିକିନି ପିନ୍ଧି ଇନଷ୍ଟାଗ୍ରାମରେ ଏକ

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଶିକ୍ଷକ ମିଶି ଦୁଷ୍କର୍ମ, ନାବାଳିକା ଗର୍ଭବତୀ

ରାଜସ୍ଥାନ: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ବିଭିନ୍ନ ପ୍ରଲୋଭନ ଦେଖାଇ କ୍ଳାସ ରୁମରେ ଦୁଇଜଣ ଶିକ୍ଷକ ମିଶି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ କରିଛନ୍ତି ଦୁଷ୍କର୍ମ । ନାବାଳିକା ଗର୍ଭବତୀ ହେବା ପରେ ସବୁ ସତ ଜଣା ପଡିଛି । ରାଜସ୍ଥାନ ଯୋଧପୁର ଜିଲ୍ଲା ଶେରଗଡ଼ ଥାନା

ପ୍ରସିଦ୍ଧ ବଙ୍ଗଳା ଚ୍ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ

କୋଲକାତା: ବରିଷ୍ଟ ବଙ୍ଗଳା ଚ୍ଚଳଚିତ୍ର ନିଦ୍ଦେର୍ଶକ ତଥା ନିର୍ମାତା ବୁଦ୍ଧଦେବ ଦାସଗୁପ୍ତଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।