Odia News Portal
Monthly Archives

June 2021

ଏୟାରପୋର୍ଟ ଅଭିମୁଖେ ଅଭିଶେକ

ଭୁବନେଶ୍ୱର: ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି ବାସୁଦେବପୁର ଅଞ୍ଚଳର ଯୁବକ ଅଭିଶେକ ମହାପାତ୍ର । ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ ଅଭିଶେକଙ୍କୁ । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ଗ୍ରୀନ କରିଡରରେ ତାଙ୍କୁ ଏୟାରପୋର୍ଟ ନିଆଯାଉଛି । କୋଭିଡ ଆକ୍ରାନ୍ତ ପରଠାରୁ ଗୁରୁତର ଅଛନ୍ତି

ଓଡ଼ିଶାରେ ଇସିଏମଓ ଚିକିତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଇସିଏମଓ ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ । କରୋନାରେ ଜଟିଳତାରେ ଚିକତ୍ସିତ ରୋଗୀଙ୍କୁ କୋଲକାତା,ହାଇଦ୍ରାବାଦ ଓ ଚେନ୍ନାଇ ନିଆଯଉଛି । ତେବେ ଓଡ଼ିଶାରେ ଇସିଏମଓ ଚିକତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରାକାର । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ

ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ: ବହିଷ୍କୃତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଦୁଇଟି ମାମଲାରେ ମିଳିଛି ସର୍ତ୍ତମୂଳକ ଜାମିନ୍ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ତାଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛି । ୨ଲକ୍ଷ ଟଙ୍କା ସହ ୨ଜଣ ଜାମିନଦାରଙ୍କ ବଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି

ବିଜେପିରେ ଯୋଗଦେଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ କଂଗ୍ରେସ ନେତା ଜିତେନ୍ ପ୍ରସାଦ । ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ଜିତୀନ ପ୍ରସାଦଙ୍କୁ ବିଜେପିରେ ସାମିଲ କରାଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ତୀନ ପ୍ରସାଦ କେନ୍ଦ୍ର

ଚାକିରୀରୁ ବହିଷ୍କୃତ ଡାକ୍ତର ବାଚସ୍ପତି ଦାଶ

ବଲାଙ୍ଗୀର: ଚାକିରୀରୁ ବହିଷ୍କୃତ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏସଡିଏମଓ ଡାକ୍ତର ବାଚସ୍ପତି ଦାଶ । ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଛି । ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ରୋଗୀଙ୍କୁ ଲାଞ୍ଚ ମାଗୁଥିବାର

ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ

କଟକ: ବେଆଇ ଭାବରେ ଚାଲିଥିଲା ଇଟାଭାଟି । ଚଢ଼ାଉ କରିବା ଲାଗି ଯାଇଥିଲେ ରାଜସ୍ୱ ନିରୀକ୍ଷକ । ଶେଷରେ ଆକ୍ରମଣର ଶିକାର ହୋଇଛନ୍ତି ରାଜସ୍ୱ ନିରୀକ୍ଷକ । କଟକ ଜିଲ୍ଲା ମାହାଙ୍ଗା ମହାଙ୍ଗା ତହସିଲ ଅଧିନସ୍ଥ ପର୍ଶୁରାମପୁର ଅଞ୍ଚଳରେ ବେଆଇ ଭାବରେ ଚାଲିଥିବା ଇଟାଭାଟି ଉପରେ ଚଢ଼ାଉ କରିବାକୁ ଯାଇଥିବା

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ । କରୋନା ସମୟରେ କିଛି ସୁବିଧା ଯୋଗାଇବା ଲାଗି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେବଳ ମାସ୍କ ନୁହେଁ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ପାଇଁ ପାଣ୍ଠି ବିନିଯୋଗ ଦାବି । ଆଇସୋଲେସନ ରୁମ୍‌,

ମଦୁଆ ବାପାକୁ ହାତ ଗୋଡ଼ ବାନ୍ଧି କୂଅରେ ପକାଇ ଦେଲେ ଦୁଇ ଭାଇ

ଭଞ୍ଜନଗର: ନିଜ ଜନ୍ମ କଲା ବାପାକୁ ମାରିଦେଲେ ଦୁଇ ଭାଇ । ସବୁଦିନ ମଦ ପିଇ ଘରେ ଝଗଡ଼ା କରୁଥିଲା ବାପା । ଶେଷରେ ବାପାହ ହାତ ଗୋଡ଼ ବାନ୍ଧି କୂଅରେ ପକାଇ ଦେଲେ ଦୁଇ ଭାଇ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଲୁ ସାହୁ । ପୋଲିସ

ଫଳଦର ଆକାଶ ଛୁଆଁ, ପଢ଼ନ୍ତୁ ଭୁବନେଶ୍ୱରରେ କେତେ ଟଙ୍କା ରହିଛି କେଉଁ ଫଳର ଦର

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ସ୍ୱାମୀର ଆୟୂଷ ମନାସୀ ବ୍ରତ ରଖିଥାନ୍ତି ସାଧବା ମହିଳା । ତେବେ ଏହି ସାବିତ୍ରୀ ବ୍ରତ ଲାଗି ଫଳ ଦର ଆକାଶ ଛୁଆଁ ରହିଛି । ବଡ଼ ବଡ଼ ମଲ ବନ୍ଦ ରହିଥିବାରୁ ଫୁତଫାତରେ ବସୁଥିବା ଦୋକାନରେ ଲାଗିଛି ପ୍ରବଳ ଭିଡ଼ । ଦିନ ୧୧ଟା ଟାଏଁ ଖୋଲା ରହୁଥିବାରୁ

ବାପାଙ୍କ ଅସୁସ୍ଥ ଖବର ପାଇ ଦେଖିବାକୁ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ: ବାପା ଅସୁସ୍ଥ ଥିବା ଖବର ପାଇ ସ୍ତ୍ରୀ ଓ ପରିବାର ଲୋକଙ୍କ ସହ ଦେଖା କରିବାକୁ ବାହାରିଥିଲା ପୁଅ । ମେଡିକାଲରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଚାଲିଗଲା ପୁଅ ବୋହୂଙ୍କ ଜୀବନ । ଆଉ ଏବେ ବି ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛନ୍ତି ୩ଜଣ । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି