Odia News Portal
Monthly Archives

June 2021

ମହାମାରୀରେ ବିଏସଏନଏଲର ବଡ଼ ଅଫର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଗ୍ରାହାକଙ୍କ ଲାଗି ବିଏସଏନଏଲ ଗ୍ରାହାକଙ୍କ ଲାଗି ଆଣିଛି ବଡ଼ ଅଫର । ୨ଟି ରିଚାର୍ଜ ପ୍ଲାନର ପରିବର୍ତ୍ତନ କରିଛି କମ୍ପାନୀ । ୪୯୯ ଓ ୧୯୮ ଟଙ୍କଆ ପ୍ଲାନରେ ପରିବର୍ତ୍ତନ କରିଛି କମ୍ପାନୀ । ପୂର୍ବରୁ ୪୯୯ ଟଙ୍କାରେ ଗ୍ରାହାକମାନେ ପ୍ରତିଦିନ ୧ ଜିବି ଡାଟା

ଖୁବଶୀଘ୍ର ବିବାହ କରିପାରନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ହଟ ଆଇଟମ ଗାର୍ଲ କ୍ୟାଟ୍ରିନା କୈଫ୍ ଖବୁଶୀଘ୍ର ବିବାହ କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା । କ୍ୟାଟ୍ରିନା ଉରି ଫେମ୍ ଭିକ୍କି କୌଶଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଉଭୟ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ତେବେ ସେମାନେ

ପଢ଼ନ୍ତୁ ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ ସବୁ ଲକ୍ଷଣ ଦେଖାଯାଏ ଏବଂ ଏହାର ସମାଧାନ

ଭୁବନେଶ୍ୱର: ଅମ୍ଳଜାନ ଅଭାବରୁ ଅନେକଙ୍କ ମୃତ୍ୟୁ ହୋଇଯାଉଛି । କରୋନାର ଦ୍ୱିତୀୟ ଲହରରେ ମଧ୍ୟ ଅମ୍ଳଜାନର ଅଭାବକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ଶରୀରରେ ଅମ୍ଳଜାନ ଅଭାବ ହେଲେ କିପରି ଜାଣିବେ । ଏନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ କଣ ସବୁ ଲକ୍ଷଣ

ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗ

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ଝିଅ କ୍ରିଷ୍ଣା କୁମାରୀ ବର୍ମା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ

ଭାରତରେ ସିରମ ଇନଷ୍ଟିଚ୍ୟୁଟ୍ ଉତ୍ପାଦନ କରିବ ସ୍ପୁଟିନିକ୍‌-ଭି ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଲାଗି ରହିଛି ପ୍ରତିଯୋଗିତା । ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ସ୍ପୁଟିନିକ୍‌-ଭି ଟିକା ଭାରତରେ ଉତ୍ପାଦନ କରାଯିବା ନେଇ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ କରିବ ସିରମ

ଆପଣ ଜାଣନ୍ତି କି କେମିତି ଡାଉନଲୋଡ କରିବେ କୋଭିଡ ଟିକାକରଣ ସାର୍ଟିଫିକେଟ୍‌

ଭୁବନେଶ୍ୱର: କରୋନା ମହାମାରୀ ବଞ୍ଚିବା ଲାଗି ଦିଆଯାଉଛି ସଞ୍ଜିବନୀ । କରୋନା ଟିକା ନେବା ଲାଗି ଲାଗୁଛି ଲୋକଙ୍କ ଭିଡ । ଏମିତିକି ଟିକା ନେବା ଲାଗି ସ୍ଲଟ ବୁକିଂ କରିବାକୁ ଲାଗୁଛି ପ୍ରତିଯୋଗିତା । ଟିକା ଆଣିବା କ୍ଷଣି ବୁକିଂ କରି ନେଉଛନ୍ତିି ଲୋକେ । ତେବେ ଆପଣମାନେ ଟିକା ନେବା ପରେ କିପରି

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଚେନକୁ ଭାଙ୍ଗିବା ଲାଗି ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କରୁଛନ୍ତି ସଚେତନ । ଏହାରି ଭିତରେ ଜୀବନ ସହ ଜୀବିକାର କଥା ମଧ୍ୟ ଉଠୁଛି । ଲକଡାଉନ ଲାଗି ରହିବା ଫଳରେ ବ୍ୟବସାୟୀଙ୍କ ବେପାରରେ ଅନେକ ସମସ୍ୟା ସବୁ ଉପୁଜଛି ।

ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ

ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ

ଟ୍ରମ୍ପଙ୍କୁ ଦୁଇବର୍ଷ ବ୍ୟାନ କଲା ଫେସବୁକ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି ସୋସିଆଲ ମିଡିଆ ଫେସବୁକ୍ । ଶନିବାର ତାଙ୍କୁ ବ୍ୟାନ କରିଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଟମ୍ପଙ୍କ ସମର୍ଥକମାନେ ଆମେରିକାରେ କରିଥିବା ବର୍ବର ଆକ୍ରମଣ ପାଇଁ ଟ୍ରମ୍ପଙ୍କ ବିରୁଦ୍ଧରେ

ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ୱାମୀକୁ ମାରିଲା ସ୍ତ୍ରୀ

ବାଲେଶ୍ୱର: ନିଶାରେ ହିହାହିତ ଜ୍ଞାନ ଭୁଲି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ପିଚାଚ ବାପା । ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ତ୍ରୀମୀର ଜୀବନ ନେଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ