ସର୍ବସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ, ଲୋକ ସାଜିଲେ ଦେଖଣା ହାରି
ଭୁବନେଶ୍ୱର: ସମସ୍ତେ ଦେଖୁଥିଲେ । ହେଲେ କେହି ବି ପ୍ରତିବାଦ କରୁନଥିଲେ । ଯୁବତୀଙ୍କୁ ସର୍ବ ସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ କରୁଥିଲା ନର ରାକ୍ଷସ । କିନ୍ତୁ ଲୋକେ ସାଜିଥିଲେ ଦେଖଣାହାରି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଘଟିଛି ଏଭଳି ଘଟଣା!-->…