ପାକିସ୍ତାନକୁ ସର୍ପୋଟ କଲେ, ଜେଲ ଗଲେ
କଟକ: ନିକଟରେ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଦେଶ ହାରିବା ପରେ କ୍ରିକେଟପ୍ରେମୀମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ସମସ୍ତେ କଟାକ୍ଷ କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ଜଣେ!-->…