Odia News Portal
Yearly Archives

2021

ଗିରଫ ହେଲା ଲେଡି ଡନ୍

ଗିରଫ ହେଲେ ଲେଡ୍ଡି ଡନ୍ ମାନସୀ । କଟକ ଶିଶୁଭବନ ମେଡିକାଲ ନିକଟରେ ବିଲଡରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ଲେଡ୍ଡି ଡନ୍ ମାନସୀ ନାୟକ ଓରଫ ବେବି । ବେବି ଗ୍ୟାଙ୍ଗଷ୍ଟାର ସକିଲର ଗାର୍ଲଫ୍ରେଣ୍ଡ ହୋଇଥିବା ସୂଚନା । ୨୦୧୪/୧୫ ମସିହାରେ ଗିରଫ ହୋଇଥିଲେ ମାନସୀ । କଟକ ସହରରେ ସକିଲ ପାଇଁ

ନଡିଆ ପାଣିର ଉପକାରିତା

ଯଦି ଆପଣ ପ୍ରତିଦିନ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ପାଟି ଘା’ ହୋଇଥାଏ। ଖାଦ୍ୟରେ ପୁଷ୍ଟିସାର ଅଭାବ ହେଲେ ଏହି ସମସ୍ୟା ଅଧିକ ହୋଇଥାଏ। ଯେତେବେଳେ ଆପଣ କାମ ଚାପରେ ଥାଆନ୍ତି ବା ଅଧିକ ଧୂମପାନ କରନ୍ତି ସେତେବେଳେ ମଧ୍ୟ ଏହିଭଳି ସମସ୍ୟା ଦେଖାଦିଏ। ପାଟି ଘା’ କଷ୍ଟଦାୟକ ହେବା ସହ ବାରମ୍ବାର

କନସଲଟାନ୍ସି ନାରେ ଦେହ ବେପାର

ରାଜଧାନୀରେ ଲମ୍ବୁଛି ଅପରାଧର ଫର୍ଦ୍ଦ । ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୋଲିସ । ଅପରାଧୀଙ୍କ ଅପରାଧ ଧିରେ ଧିରେ ବଢି ବଢି ଚାଲିଛି । ଭୁବନେଶ୍ବରର ମଞ୍ଚେଶ୍ବର

ଦୀପାବଳି ପୂର୍ବରୁ କିଙ୍ଗ୍ ଖାନ୍ ଭିଡିଓ ଭାଇରାଲ

ଆଗକୁ ଦୀପାବଳି ପର୍ବ ଆସୁଛି। ସମସ୍ତେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି ଅବସରରେ ଏକ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ପାଇଁ କମ୍ପାନୀ

ଖଣ୍ଡାଧାରରେ ୱାଙ୍ଖଡେଙ୍କ ପଦବୀ

ଆରୟନ ଖାନ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦ ଘନେଇଆସୁଛି । ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ତାଙ୍କୁ ଧମକ ଦେଇଥିବାବେଳେ ଏବେ ସାକ୍ଷୀର ବୟାନ ତାଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନେଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି

ପାକ୍ ପତ୍ରକାରଙ୍କ ବିବାଦୀୟ ପ୍ରଶ୍ନ, ରାଗିଲେ ବିରାଟ୍

ନିରାଶ କଲା ଭାରତ । ଦୁବାଇରେ ଚାଲିଥିବା ବିଶ୍ୱକପ ଟି-୨୦ ମୁକାବିଲାରେ ପାକିସ୍ତାନ ୧୩ଟି ବଲ ଓ ୧୦ ୱିକେଟରେ ବିଜୟୀ ହୋଇଛି । ଭାରତକୁ ହରାଇ ପାକିସ୍ତାନ ଟି-୨୦ ବିଶ୍ୱକପ ମୁକାବିଲାରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଛି । ପାକିସ୍ତାନ ପକ୍ଷରୁ ଓପନିଂ ଯୋଡି ମହମ୍ମଦ ରିଜୱାନ

ଦୀପାବଳିରେ ଫୁଟିବନି ବାଣ

ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିପାରେ ସଂପୂର୍ଣ୍ଣ କଟକଣା । ଏନେଇ ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସକୁ ପ୍ରଭାବିତ କରିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି, ଆମେ ଏବେ ଏଣ୍ଡାମିକ୍ ସ୍ଥିତିରେ ରହିଛୁ ।

ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ

ଆଜି ଅନୁଷ୍ଠିତ ହୋଇଯାଇଛି ୬୭ ତମ ଜାତୀୟ ଫିଲ୍ମ ଆୱାର୍ଡ ଉତ୍ସବ । ଏଥିରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ପିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ ଦାଦା ସହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି । ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ରଣାୱତଙ୍କ(ପଙ୍ଗା, ମଣିକର୍ଣ୍ଣିକା), ଶ୍ରେଷ୍ଠ

ପ୍ରବେଶ ଉତ୍ସବ ଅନୁଷ୍ଠିତ

ଦଶରଥପୁର ବ୍ଲକ କୟାଁ ପଂଚାୟତସ୍ତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟ ରେ ଆଜି ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି .ଏହି ପରିପ୍ରେକ୍ଷୀରେ ପ୍ରଥମେ ପିଲା ମାନଙ୍କୁ ପ୍ରଧାନ ଶିକ୍ଷକ କିସାନ ଟୁଡୁ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାନିଟାଇଜ କରିବା ପରେ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ

ଧୀରେ ଧୀରେ ଆସୁଛି ଶୀତ

ଦିନରେ ଖରା କାଟୁଛି ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି ହୋଇଯାଇଛି। ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା