ଗୋବିନ୍ଦ ସାହୁକୁ ଧରାଇଲେ ମିଳିବ ୨୦ ହଜାର ଟଙ୍କାର ପୁରସ୍କାର ରାଶି
କଳାହାଣ୍ଡି: ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ଗୋଟିଏ ପରେ ଗୋଟିଏ ଖବର ନଜରକୁ ଆସିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ପୋଲିସକୁ ଚକମା ଦେଇ ଯିବା ପରେ ବଢ଼ିଛି ସନ୍ଦେହ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। ଆଜି!-->…