Odia News Portal
Yearly Archives

2021

ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କୁ ଦିଆଯିବ ଗୁରୁ ଦାୟିତ୍ୱ । ଟି-୨୦ ବିଶ୍ୱକପ ପରେ ସେ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର କୋଚ । ଆଇସିସି ଟି୨୦ ବିଶ୍ୱ କପ୍ ପରେ ଚଳିତ ବର୍ଷ ସେ ରବି ଶାସ୍ତ୍ରୀଙ୍କ ନିକଟରୁ ଏହି ଦାୟିତ୍ୱ ନେବେ ବୋଲି ଜଣାଯାଇଛି । ଏଥିପାଇଁ ଦ୍ରାବିଡ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୦୯ ଓ ସ୍ଥାନୀୟ ସଂକ୍ରମିତ ୧୪୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ

ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଦଳରେ ଚାଲିଥିବା ବିବାଦ ମଧ୍ୟରେ ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଲକ୍ଷ୍ମୀପୁର ଖେରୀ, ପାଞ୍ଚଟି ରାଜ୍ୟରେ କୃଷକଙ୍କ ଆନ୍ଦୋଳନ, ଦରଦାମ୍ ବୃଦ୍ଧି ଏବଂ ବିଧାନସଭା

ହେମା ମାଳିନୀ @୭୩

ଭୁବନେଶ୍ୱର: ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀଙ୍କ ଆଜି ହେଉଛି ଜନ୍ମଦିନ । ୭୩ ବର୍ଷରେ ପାଦ ଥାପିଛନ୍ତି ହେମା । ତେବେ ତାଙ୍କ ବୟସ ଏତେ ହୋଇଥିଲେ ସୁଦ୍ଧା ସେ ଆଜି ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି । ଡ୍ରିମଗାର୍ଲଙ୍କ ବୟସ ଯେତିକି ବଢ଼ୁଛି ଦିନକୁ ଦିନ ତାଙ୍କର ଗ୍ଲାମର ସେତିକି ବଢ଼ିବାରେ

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ନୂଆ ଓଡ଼ିଶାର ବିନ୍ଧାଣୀ ସବୁରି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ । ନବୀନଙ୍କୁ ସବୁଆଡୁ ଜନ୍ମଦିନ ଶୁଭେଚ୍ଛା ମିଳିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର: ସେ ନିଷ୍ପତ୍ତି ନେବାରେ ଧୁରନ୍ଧର, ଆଉ ନୂଆ ନୂଆ ଯୋଜନା କରିବାରେ ଓସ୍ତାଜ୍ । ସବୁବେଳେ ସେ ବିରୋଧୀଙ୍କୁ ଦେଇଛନ୍ତି ଚକମା । ଆଉ ଯେଉଁ ନେତା ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସଙ୍ଗେ ସଙ୍ଗେ ତାଙ୍କ ଉପରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ । ତାଙ୍କର ଦୃଢ଼ ନେତୃତ୍ୱ ଲାଗି ସେ

ପରଲୋକରେ ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହ

ଭୁୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୭୮ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଶିଳ୍ପଜଗତରେ ଶୋକର ଛାୟା ଖେଳିଯାଇଛି ।ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ ଓ

ରାହୁଲଙ୍କୁ ଟପିଲେ ଗାଇକ୍ୱାଡ

ଦୁବାଇ: ଆଇପିଏଲ ୨୦୨୧ରେ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ । କେଏଲ ରାହୁଲ ୬୨୬ ରନ କରିଥିବା ବେଳେ ଏବେ ଏହାକୁ ପାର କରିଛନ୍ତି ଗାଇକ୍ୱାଡ । ଏବେ ସେ ପଡିଆରେ ମହଜୁଦ ଅଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ସେ

ଘନ କେଶ ଲାଗି ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର: ସୁସ୍ଥ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର କରିପାରିବା। ଏହା ଆପଣଙ୍କ କେଶକୁ ସୁସ୍ଥ ରଖିବା ସହ ପୋଷଣ ଯୋଗାଇଥାଏ। ଘିକୁଆଁରୀ ଓ ମହୁରେ ଥିବା ପୋଷକ ତତ୍ତ୍ବ ରକ୍ତସ୍ତରକୁ ଠିକ ରଖିଥାଏ। ଏହାଦ୍ବାରା କେଶ ଠିକ ଭାବେ ବୃଦ୍ଧି ପାଇଥାଏ। କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର

ଝାନସୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୧ ମୃତ

ଉତ୍ତରପ୍ରଦେଶ: ଝାନସୀ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୭ ଜଣ ମହିଳା ଏବଂ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଚିରାଗାଓଁ ଅଞ୍ଚଳର ଭଣ୍ଡେରା ରାସ୍ତାରେ ତୀର୍ଥଯାତ୍ରୀମାନେ ଦଶହରା ପୂଜା ପରେ ନିଜ ଗାଁକୁ ଫେରୁଥିବା ବେଳେ