Odia News Portal
Yearly Archives

2021

ଦେବଗଡରେ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ : କୌଣସି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ବାଧକ ନ ସାଜୁ । ଚିକିତ୍ସା ଖର୍ଚ୍ଚ ତୁଳାଇବାକୁ ଯାଇ ଘର ବନ୍ଧା ନ ପଡୁ । ଏହି ଉଦ୍ଦେଶ୍ୟରେ ହିଁ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ।

ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ରୋଷେୟା ଏବଂ ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚ କ୍ଲିନଚିଟ୍ ଦେଇଥିବାବେଳେ ବିଦ୍ୟାଭାରତୀଙ୍କ ଉପରକୁ ଉଠିଛି ଅଙ୍ଗଳି । ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ । ୩୦୦ ପୃଷ୍ଠାର

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ମନ୍ଥର ଗତିରେ ତଳକୁ ଖସୁଛି । ଶୁକ୍ରବାର ଦିନକ ମଧ୍ୟରେ ୧୯,୭୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୩,୦୭୦ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରେ ସଂକ୍ରମଣ ହାର ୦.୭୦%

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୫୨୬ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୦୩ ଓ ସ୍ଥାନୀୟ ଅଂଚଳରୁ ୨୨୩ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୬୮ ଜଣ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪କୁ ବୃଦ୍ଧି ପାଇଛି

ଯୁବପୀଢ଼ୀଙ୍କ ଲାଗି ଉଦାହରଣ ମହେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବେଶ ଜଣା ଶୁଣା ଯୁବ ଚେହେରା ମହେଶ ପାଢ଼ୀଙ୍କୁ ନେଇ ଅନେକ ଚର୍ଚ୍ଚା । ଲୋକଙ୍କ ପାଇଁ ଦିନ ରାତି ସେବା କାର୍ୟ୍ୟ ସଂଗଠନକୁ ମଜବୁତ କରିବା ସହିତ ଅସହାୟ ଲୋକଙ୍କ ଦରଦୀବନ୍ଧୁ ଭଳି ସବୁଥିରେ ଆଗଭର ରହିଥାନ୍ତି ମହେଶ । ଯଦି କାହାକୁ ବିପଦ ଆସେ ଲୋକଙ୍କ

ବନ୍ଧୁକ ତିଆରି କାରଖାନା ଠାବ କଲା ପରଜଙ୍ଗ ପୋଲିସ, ଜଣେ ଗିରଫ

ଅନୁଗୁଳ: ଗତ ୭ ତାରିଖ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ପୋଲିସ ମିଳିତ ହୋଇ ମହାବିରୋଡ଼ ଅନ୍ତର୍ଗତ ବାମ ଗ୍ରାମର ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିଛନ୍ତି ।ଉକ୍ତ ସ୍ଥାନରୁ

କେନ୍ଦୁଝର ବନଖଣ୍ଡ ଓ ବନ୍ୟପ୍ରାଣୀ ଆନୁକୂଲ୍ୟରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

କେନ୍ଦୁଝର: ବନ୍ୟପ୍ରାଣୀର ସୁରକ୍ଷା ପାଇଁ ସମସ୍ତେ ତତ୍ଵାବଧାରକ ସାଜିବାକୁ ଆହ୍ବାନ ଦେଇଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ଵାବଧାରକ ଧନରାଜ ଏଚ୍.ଡି. । କେନ୍ଦୁଝର ବନଖଣ୍ଡ ଓ ବନ୍ୟପ୍ରାଣୀ ଜିଭିଜନ ଆନୁକୂଲ୍ୟରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟସ୍ଥ ଦରବାର

ଗୋରୁପଲ ବିରି ଖାଇବାରୁ ଯୁବକଙ୍କୁ ତୀର ମାରି ହତ୍ୟା

କେନ୍ଦୁଝର: ବାଂଶପାଳ ବ୍ଲକ ନୟାକୋଟ ଥାନା କୋଡାକଳା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି.ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ କୋଡାକଳା ଗ୍ରାମର ନୀଳ ଗିରି (୨୮) । ସୂଚନା ନୁ ସାରେ ଗତକାଲି ଅପରାହ୍ନରେ ଗ୍ରାମର ଜଗଦୀଶ

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର, ଜଣେ ମୃତ

କେନ୍ଦୁଝର: ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର । ତେବେ କାରର ପଛ ସିଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ଏଯାବତ ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ପଠାଯାଇଛି ।

ଜାଣନ୍ତୁ ଉପବାସ ରହିବାକୁ ନେଇ କଣ କହୁଥିଲେ ବାବା

ଭୁବନେଶ୍ୱର: କେଉଁ ମା ଚାହିଁବ ନାହିଁ ଯେ ତା’ ପାଇଁ ତା’ର ସନ୍ତାନ ଉପାସ ରହୁ । ବାବାଙ୍କ ଭଳି ସଦଗୁରୁମାନେ ମାତୃତୁଲ୍ୟ । କୌଣସି କଠୋର ନୀତି ନିୟମ, ବ୍ରତ ପାଳନ କରି ଭକ୍ତମାନେ କଷ୍ଟ ପାଆନ୍ତୁ ଏହା ସେମାନେ ଚାହାଁନ୍ତି ନାହିଁ । ମନର ଉପବାସ ବିନା ଶରୀରର ଉପବାସ ଅର୍ଥହୀନ । ଉପବାସ କଲାବେଳେ