Odia News Portal
Yearly Archives

2021

ଇଡି ସ୍କାନରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଭୁବନେଶ୍ୱର: ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଆଇଏଫଏସ ଅଭୟକାନ୍ତ ପାଠକ । ଆଉ ଆଜି ତାଙ୍କ ଭାବି ବୋହୂ ଅଥବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅକୁ ନୋଟିସ କରିଛି ଇଡି । ଗତକାଲି ଆଇଏଏଫଏସ ଅଭୟକାନ୍ତ ପାଠକଙ୍କୁ ୮ କୋଟି ଟଙ୍କାର କାରବାର ନେଇ ଇଡି ଜେରା

ପବିତ୍ର ମହାଳୟାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ବଢ଼ାଯାଏ । ଗାଁରୁ ସହର ସବୁଠି କରାଯାଉଛି ଶ୍ରାଦ୍ଧ । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ

ଆଜି ପବିତ୍ର ମହାଳୟା, ଜାଣନ୍ତୁ ଆଜି ଦିନର ବିଶେଷତ୍ୱ

ଭୁବନେଶ୍ୱର: ଆଜି ମହାଳୟା । ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଆଜି ଶହଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦ୍ଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ

ବାବାଙ୍କ ପ୍ରତି କିପରି ଏକାଗ୍ରତା ରଖିବା?

ଭୁବନେଶ୍ୱର: କେବଳ ବଡ଼ ବଡ଼ ଘଟଣା ନୁହେଁ ଦୈନନ୍ଦିନ ଜୀବନର ଅତି ଛୋଟ, ସାମାନ୍ୟ ଘଟଣାରେ ବି ଆମେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ଆମେ ତାଙ୍କୁ ଧ୍ୟାନ କରିବା ଉଚିତ୍ । ଜୀବନରେ ନୂତନ ବୃତ୍ତି ଅବଲମ୍ବନ କରିବା ଭଳି ମହତ୍ୱପୂର୍ଣ୍ଣ ଘଟଣାଠାରୁ ଆରମ୍ଭ କରି ଶୋଇବାକୁ ଯିବା, ଶେଯରୁ ଉଠିବା,

ଚିରାଗଙ୍କୁ ହେଲିକପ୍ଟର, ପଶୁପତିଙ୍କୁ ସିଲାଇ ମେସିନ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର

ଆସନ୍ତାକାଲି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର

ବନ୍ଧୁକ ଡିଲ କରୁଥିଲେ, ବନ୍ଧାହେଲେ ଆଲବମ୍ ନିର୍ଦ୍ଦେଶକ

କଟକ: କଟକ ବାଦାମବାଡି ଅଂଚଳରେ ବନ୍ଧୁକ ଡିଲ ବେଳେ ୪ ଜଣ ଗିରଫ ହୋଇଛନ୍ତି । ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି ପୋଲିସ । ଗିରଫ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆଲବମ ନିର୍ଦ୍ଦେଶକ ରହିଥିବା ଜଣାପଡିଛି ।

ଇଏସଡିଏ ପରିବେଶ ଉକ୍ରର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନ୍ଭାଇରନ୍ମେଂଟ ଆଣ୍ଡ ସୋସିଆଲ୍ ଡେଭଲପ୍ମେଂଟ ଆସୋସିଏସନ୍ (ଇଏସ୍ଡିଏ) ପକ୍ଷରୁ ଆୟୋଜିତ ଇଏସ୍ଡିଏ ପରିବେଶ ଉକ୍ରର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ପ୍ର ଫେସର

Airport delays govt restricts a police employee

ଲକ୍ଷ୍ନ now: ଉତ୍ତର ଲକ୍ଷ୍ମୀପୁର vy ର୍ଷା ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ଏର ଆଜ ମୃତ ପରିବାର କୃଷକମାନେ ଲୋକଙ୍କୁ ଭେଟିବା ପାଇଁ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି। ସେ ଲକ୍ଷ୍ନ now ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାର ପ୍ରତିବାଦରେ ବାଗେଲ ବିମାନବନ୍ଦରରେ

ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ପ୍ରକିୟା

ଭୁବନେଶ୍ବର: ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ସଂକେତ ମିଳୁଛି। ଆଗାମୀ ୮ ତାରିଖରେ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଅଧ୍ୟକ୍ଷ