ଶେଷ ବଲରେ ଜିତିଲା ଚେନ୍ନାଇ
ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । କୋଲକାତାକୁ ହରାଇ ପଏଣ୍ଟ ଟେବୁଲରେ ଟପ ଉଠିଲା ଚେନ୍ନାଇ । ଚେନ୍ନାଇ ଚଳିତ ସଂସ୍କରଣର ଆଇଏପିଏଲ୍ରେ ଏପର୍ୟ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛି। ଏଥିରୁ ୮ଟି ମ୍ୟାଚ ଜିତିଛି। କୋଲକାତା ମଧ୍ୟ ୧୦ଟି ମ୍ୟାଚ୍ ଖେଳିଛି କିନ୍ତୁ ୪ଟି ମ୍ୟାଚରେ ବିଜୟ ହାସଲ କରିଛି।!-->…