Odia News Portal
Yearly Archives

2021

ଆଜି କୋଲକାତା ମୁମ୍ବାଇ ଟକ୍କର

ଦୁବାଇ: ଆଇପିଏଲରେ ଆଜି ହାଇଭୋଲଟେଜ ମ୍ୟାଚ୍ । କୋଲକାତା ନାଇଟ ରାଇଡର୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । କେକେଆର୍ ନିଜ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଆରସିବିକୁ ୯ ୱିକେଟ୍ରେ ହରାଇଥିଲା। ଏଣୁ ମୁମ୍ବାଇ ପାଇଁ ଆସନ୍ତାକାଲିର ମ୍ୟାଚ୍ ନିଶ୍ଚିତ ଭାବେ ଆଉ ଏକ ପରୀକ୍ଷା ନେଇ ଆସିବ। ରୋହିତ…

ଆସିଲା ତାପସୀଙ୍କ ଅଭିନୀତ ରଶ୍ମୀ ରକେଟ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ରଶ୍ମି ରକେଟ’ ରେ ଟିଜର ଜାରି ହୋଇଛି । ତାପସୀ ନିଜେ ତାଙ୍କ ଟ୍ୱିଟରରେ ଫିଲ୍ମର ଟିଜର ଜାରି କରିଛନ୍ତି । ତାପସୀ ଭିଡିଓ ସେୟାର କରି କହିଛନ୍ତି କି, ଫିଲ୍ମର ଟ୍ରେଲର ଆଜି ସନ୍ଧ୍ୟା ସାଢେ ଛଅଟାରେ ଜାରି କରାଯିବ । …

ଜଲଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଜଳଦ ତ୍ରିପାଠୀଙ୍କୁ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାମିଲନାଡୁର ପୂର୍ବତନ ଡିଜି ଜଳଦ ତ୍ରିପାଠୀ, ସୁନୀଲ କୁମାର ମିଶ୍ରଙ୍କ ସ୍ଥାନ ନେଇଛନ୍ତି । ସୁନୀଲ କୁମାର ମିଶ୍ର ସିଆଇସି…

ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସକୁ ବଡ଼ ସଫଳତା । ମାଲକାନଗିରିରେ ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି।ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହଡ ଉପରେ ଥିବା…

ପାଚେରୀ ଭାଙ୍ଗିଲା ପଶ୍ଚିମବଙ୍ଗ

ବାଲେଶ୍ୱର: ନିର୍ମାଣାଧୀନ ପାଚେରିକୁ ପଶ୍ଚିମବଙ୍ଗ ପ୍ରଶାସନ ଭାଙ୍ଗିଥିବାର ଖବର ମିଳିଛି। ୫୦ଫୁଟରୁ ଅଧିକ ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗ ପ୍ରଶାସନ ଧସେଇ ପଶି ପାଚେରି ଗଢିବା ଘଟଣାର ଖବର ପ୍ରସାରଣ ହେବାପରେ ପାଚେରୀ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ। ସୂଚନା ମୁତାବକ ଚଳିତ ମାସ ୭…

ଭତ୍ତା ବାଣ୍ଟିଲେ ବିଧାୟକ

ଭୁବନେଶ୍ୱର: ଲୋକଙ୍କ ସହ ମିଶିଲେ, ସମସ୍ୟା ବୁଝିଲେ ଆଉ ଭତ୍ତା ବାଣ୍ଟିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବିଏମସିର ୧,୨,୬,୭,୮ ଏବଂ ୧୪ ନମ୍ବର ୱାର୍ଡର ୯୦ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି । ଗରୀବ,ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ବାଣ୍ଟିଛନ୍ତି ବିଧାୟକ…

ଗିରଫ ହେଲେ ଥାନାବାବୁ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗୁରୁବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଗତକାଲି ସୁଶାନ୍ତଙ୍କଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…

ତୃତୀୟ ଲହରକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଧିରେ ଧିରେ କୁମଥିବା ବେଳେ ତୃତୀୟ ଲହରକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଅଧିକ ମାରତ୍ମକ ହେବ । ଶିଶୁଙ୍କ ପ୍ରତି ଅଧିକ ଘାତକ ସାଜିବ ବୋଲି ମଧ୍ୟ କୁହାଯାଉଛି । ତେବେ ଏଭଳି ସ୍ଥଳେ ତୃତୀୟ ଲହରକୁ ନେଇ…

ବାବୁଙ୍କ କାରସାଦି, ଇଞ୍ଜିନିୟର ଭାବେ ଖଟୁଥିବା କର୍ମଚାରୀଙ୍କର ଖାତା ଖତିଆନା ନାହିଁ

ଭୁବନେଶ୍ୱର : ଚାକିରି ଇଞ୍ଜିନିୟର । ଦରମା ମାସକୁ ୩୦ ରୁ ୩୫ହଜାର ଟଙ୍କା । ହେଲେ ଯନ୍ତ୍ରୀଙ୍କ ଇଏସଆଇ ଇପିଏଫ୍‍ ନଥିବାରୁ ଖାତା ଖତିଆନା କିଛି ନାହିଁ । କେବଳ ଯନ୍ତ୍ରୀ ନୁହନ୍ତି ନଗର ଉନ୍ନୟନ ବିଭାଗରେ ରାଜଧାନୀରୁ ମ୍ୟୁନିପାଲିଟି ଯାଏ ନିଯୁକ୍ତ ହୋଇ ମାଳ ମାଳ ଠିକା ବାବୁଙ୍କର ଏଭଳି ଅବସ୍ଥା…

ଆଜି ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ମୋଦୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ବିଶ୍ୱ ନେତାଙ୍କ ସହ ଆଲୋଚନା କରିବେ ଏବଂ…