Odia News Portal
Yearly Archives

2021

ଶ୍ରୀଜୀଉଙ୍କ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି। ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,

ଶୀନାବୋରା ବଂଚିଛି ତାକୁ ଖୋଜ କହିଲେ ଇନ୍ଦ୍ରାଣୀ

୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତା ପୂର୍ବତନ ମିଡିଆ ଏକ୍ଜିକ୍ୟୁଟିଭ୍ ଇନ୍ଦ୍ରାଣୀ ମୁଖାର୍ଜୀ ‘ସିବିଆଇ’ର ନିର୍ଦେଶକଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶୀନା ବୋରା ବଞ୍ଚିଛି। ଉକ୍ତ ପତ୍ରରେ ଇନ୍ଦ୍ରାଣୀ ଲେଖିଛନ୍ତି ଯେ, ଅଳ୍ପ ଦିନ ତଳେ

ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୪୮.୫୫ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୨୬ ପ୍ରତିଶତ । ସଂକ୍ରମିତଙ୍କ

ଚିତ୍ତ ରଂଜନ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମ ବ୍ରାଞ୍ଚ ଟିମ୍

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏସ୍ଓ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ପ୍ରଥମ ଦିନରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଘଟଣାସ୍ଥଳରୁ ତଦନ୍ତ ଆରମ୍ଭ

ଦୁଇ ଦିନିଆ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମିଳନୀ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଭୁବନେଶ୍ୱରରେ ୬୩ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ସମ୍ମିଳନୀକୁ ଉଦଘାଟନ କରିବେ । ଅପରାହ୍ନ ୩ଟାରେ ସମ୍ମିଳନୀ ଉଦଘାଟିତ ହେବ । ଏଥିରେ ସମସ୍ତ ଏସପି, ସଶସ୍ତ୍ର ବାହିନୀର କମାଣ୍ଡାଂଟ୍ ଯୋଗଦେବେ । ଅତିରିକ୍ତ

ଭାକସିନ ନେଲେ ବି ରହିଛି ଓମିକ୍ରନ ଭୟ

ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି । ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଗବେଷକଙ୍କ କହିବାନୁସାରେ, ଓମିକ୍ରନ୍

ପୌର ନିର୍ବାଚନ ପାଇଁ ଜିଲ୍ଳା କୁ ପଠାଗଲା EVM

ପଞ୍ଚାୟତ ପରେ ପରେ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ଆଉ ପାଦ ଆଗେଇଲେ ନିର୍ବାଚନ କମିଶନ । ଜିଲ୍ଲାକୁ ପଠାଗଲା ଋଠଗ । ପ୍ରଥମ ପର୍ୟ୍ୟାୟରେ ୧୫ ଜିଲ୍ଲାକୁ ପଠାଗଲା EVM । ଗତକାଲି ୫ ଜିଲ୍ଲାକୁ ପଠାଯାଇଥିବା ବେଳେ ଆଜି ୧୦ ଜିଲ୍ଲାକୁ ପଠାଗଲା EVM । ରାଜ୍ୟର ୧୦୫ ପୌରାଞ୍ଚଳରେ ହେବ

ଭିନ୍ନ ଏକ କାହାଣୀକୁ ନେଇ ଆସିବ ‘ଓମ୍ ସ୍ୱାହା’

ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଓମ ସ୍ୱାହା'। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି । ଅଭିନେତା ଜ୍ୟୋତି, ଅଭିନେତ୍ରୀ ଦିବ୍ୟା

କୋଭିଡ୍ ଟିକା ନନେଲେ ଚାକିରିରୁ ବିଦା

କରୋନା ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। କେତେକ କମ୍ପାନୀ ଆଉ ଥରେ ୱାର୍କ ଫ୍ରମ ହୋମ ଆରମ୍ଭ କରିବାକୁ ମଧ୍ୟ ଯୋଜନା କରୁଛନ୍ତି ଓ ଟିକାକରଣ ଉପରେ ଜୋର ଦେଉଛନ୍ତି। ଏ ନେଇ ଏବେ ଗୁଗଲ ମଧ୍ୟ ଶକ୍ତ ହୋଇଛି। Google ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି ଯେ ଯଦି ସେମାନେ COVID ୧୯

ଆସିଗଲା ଓମିକ୍ରନ ପାଇଁ ଔଷଧ

କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହାକୁ ମାତ୍ ଦେବା ପାଇଁ ଆମେରିକା ଔଷଧ କମ୍ପାନୀ ଫାଇଜର ପ୍ରସ୍ତୁତ କରିଛି ପାକ୍ସଲୋଭିଡ ବଟିକା । କମ୍ପାନୀ ଦାବି କରିଛି ଯେ ଏହା ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ। ଲ୍ୟାବ ତଥ୍ୟ