Odia News Portal
Yearly Archives

2021

କଣ୍ଟାବାଞ୍ଝି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗୀର: କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା ବୈଠକ ଗୁରୁବାର ଦିନ ସ୍ଥାନୀୟ ଏନ୍ଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାବନ ମଣ୍ଡଳୀର କଣ୍ଟାବାଞ୍ଝି ଏନ୍ଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ

ଜନ୍ମଦିନରେ ରକ୍ତଦାନ ଶିବିର

ଭୁବନେଶ୍ୱର: ରାଜଧାନୀ ଡାକ୍ତର ଖାନାରେ ଥିବା ଓଡ଼ଶା ରକ୍ତ ଭଣ୍ଡାର ପରିସରରେ ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଜାତୀୟ ଯୁବ ପ୍ରକଳ୍ପର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାହାମରୀ କରୋନା ପାଇଁ ରାଜ୍ୟରେ ରକ୍ତର ଅଭାବ ରହିଥିବା ବେଳେ ଏହାକୁ କିଛି

ଫ୍ରୀ ଫାୟାରରୁ ପ୍ରେମ, ପୁଅକୁ ୧୯ ଝିଅକୁ ୨୧

ମୁମ୍ବାଇ: ଏବେ ଯୁବପିଢ଼ୀଙ୍କୁ ଘରିଛି ଫ୍ରୀ ଫାୟାର ନିଶା । ତେବେ ଏହି ଖେଳରୁ ଆରମ୍ଭ ହୋଇଥିଲା ପ୍ରେମ । ଆଉ ଶେଷରେ ସାଥୀ ହୋଇ ରହିବାକୁ ଘର ଛାଡ଼ି ଶହ ଶହ କିଲୋମିଟର ଦୂରକୁ ପ୍ରେମିକ ପାଖକୁ ଧାଇଁ ଆସିଲେ ପ୍ରେମିକା । ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ପୁଅର ଘର ମହାରାଷ୍ଟ୍ରର

ଜଳେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର: ଦିନକୁ ଦିନ ବାଲେଶ୍ୱର ଜିଲ୍ଲାରେ ବଢ଼ିବାକୁ ଲାଗିଛି ନିଶା କାରବାର । ବିବାଦର ଆଗରେ ଖବର କାଗଜର ଫ୍ରଣ୍ଟ ପେଜରେ ସବୁବେଳେ ରହୁଛି ବାଲେଶ୍ୱର ଜିଲ୍ଲାର ନିଶା କାରବାର ଖବର । ତେବେ ଆଜି ପୁଣି ଜଳେଶ୍ୱର ଅଞ୍ଚଳରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୪୪,୬୫୮ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୪୯୬ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନାରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ

ଭୁବନେଶ୍ୱର: ତୃତୀୟ ଲହର ଆସି ନଥିବା ବେଳେ ଶିଶୁଙ୍କ ଲାଗି ଆରମ୍ଭ ହୋଇଗଲାଣି ଭୟାବହତା । ଆଜି ରାଜ୍ୟରେ ୨ଜଣ ଶିଶୁଙ୍କ ଜୀବନ ଜୀବନ ନେଇଛି ମହାମାରୀ । ମୃତ ଶିଶୁଙ୍କ ମଧ୍ୟରେ ମଞୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର କନ୍ୟା ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଝିଅଟିର ହୃଦରୋଗ ଆକ୍ରାନ୍ତ ଥିବା ସୂଚନା

କଟକ ଏସସିବିରେ ଇକମୋ ଚିକିତ୍ସା ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ହସ୍ପିଟାଲରେ ସମୁଦାୟ ୯ଟି ମେସିନ୍ ରହିବ । ତେବେ ଏଠାରେ ରୋଗୀଙ୍କୁ ମାଗଣାରେ ଏହି ସୁବିଧା ଦିଆଯିବ । ଇକମୋ ଚିକିତ୍ସାରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଜ୍ୟ ସରକାର ବହନ

ଆଜି ମହାପ୍ରଭୁଙ୍କ ରାହୁରେଖା ନୀତି

ପୁରୀ: ଶ୍ରୀକ୍ଷେତ୍ରରେ ସବୁଦିନ ଯାତ୍ରା । କାଳିଆ ଠାକୁରଙ୍କ ନୀତି ନିୟମ ନିଆରା । ତେବେ ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ହୋଇଥିବାରୁ ମହାପ୍ରଭୁଙ୍କ ରାହୁରେଖା ନୀତି ସମ୍ପନ୍ନ ହେବ । ଅପରାହ୍ନ ୨ ଟାରୁ ସର୍ବସାଧାରଣଙ୍କ ପାଇର୍ ଦର୍ଶନ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ସାଢ଼େ ୫ଟାରେ କ୍ୟାବିନେଟ୍ ବୈଠକ ବସିବ ବୋଲି ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଓ ଇ-ଯାନ ପ୍ରସ୍ତାବ ଭଳି ୯ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ପଞ୍ଚାୟତ

ଆଜି ରାଜ୍ୟରେ ୮୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୦୬ ଜଣ ଶିଶୁ ଓ କିଶୋର