Odia News Portal
Yearly Archives

2021

ଓଡିଶାରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଓମିକ୍ରନ ଆତଙ୍କ ବଢି ବଢି ଚାଲିଛି । ଆଜି ଆଉ ପାଞ୍ଚଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଓମିକ୍ରନ ଚିହ୍ନଟ ସଂପର୍କରେ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି ।…

ନୂଆ ବର୍ଷରେ ବନ୍ଦ ନନ୍ଦନକାନନ

ନୂଆ ବର୍ଷରେ ନିରାଶ ହେବେ ପର୍ୟ୍ୟଟକ। ଆଜିଠୁ ୫ ଦିନ ନନ୍ଦନକାନନ ବନ୍ଦ। ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ନନ୍ଦନକାନନରେ କଟକଣା ଜାରି କରାଯାଇଛି। ଜାନୁଆରୀ ୩ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ପ୍ରାଣୀ ଉଦ୍ୟାନ ବନ୍ଦ ରଖାଯିବ। ବର୍ତ୍ତମାନ ପର୍ୟ୍ୟଟନ ଋତୁରେ ପ୍ରତିଦିନ ହଜାର ହଜାର…

ହସ୍ପିଟାଲ ବୁଲି ହେଲଥକାର୍ଡ ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟିଲେ ଜିଲ୍ଲାପାଳ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ । ଭବାନୀପାଟଣା ଜିଲ୍ଲାପାଳ ଡ଼ ଗାଭାଳି ପରାଗ ହର୍ଷଦ୍ , ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣା ବିବେକ ଏମ୍, ଓ ସିଡିଏମଓ ଡ ରଞ୍ଜନ କୁମାର ମିତ୍ର ଭବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ଵରୀ…

ଗିରଫ ହୋଇଛନ୍ତି ବାବା କାଳୀଚରଣ

ଛତିଶଗଡ: ଗିରଫ ହୋଇଛନ୍ତ ବାବା କାଳୀଚରଣ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ବାବା କାଳୀଚରଣଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ପୋଲିସ ତାଙ୍କୁ ଗିରଫ କରିବାରେ ବିଫଳ ହେଉଥିବା ଅଭିଯୋଗକୁ ନେଇ ସାରା ଦେଶରେ ବଢ଼ିବାରେ ଲାଗିଥିଲା ଅସନ୍ତୋଷ ।…

ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୧୩ଟି ଜିଲ୍ଲାରେ ଆଜି ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୮ ଜିଲ୍ଲାରେ କୁଆପଥର ସହିତ ପ୍ରବଳ ବର୍ଷାର ସମ୍ଭାବନା । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର,…

ବଦଳିବନି ନିଷ୍ପତ୍ତି,ଖୋଲିବ ସ୍କୁଲ

ବଦଳିବନି ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଜାନୁଆରୀ ୩ରୁ କ୍ଲାସରୁମ ପାଠପଢା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ସ୍କୁଲ ଖୋଲିବା…

ପ୍ରତିଦିନ ସକାଳେ ଖାଆନ୍ତୁ:ମିଳିବ ଅତ୍ୟନ୍ତ ଲାଭ

କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ ।ଏଥିରେ ଥିବାଭରପୁର ଖାଦ୍ୟ ଆମକୁ ଶରୀରରେ ଶକ୍ତି ଦେବା ସହ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ। କିନ୍ତୁ ଏହାକୁ ରାତିରେ…

ବାଘ ପୋଷି ଚର୍ଚ୍ଚାରେ ଥିବା ମହିଳାଙ୍କ ମୃତ୍ୟୁ

କଟକ: ମହାବଳ ବାଘ କୁ ଘରେ ପାଳି ଚର୍ଚ୍ଚା ରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁ ଙ୍କ ର ଦେହାନ୍ତ ହୋଇଛି। କଟକ ସିଦ୍ଧେଶ୍ୱର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୭୪ ମସିହାରେ…

ସାଇବର ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ୧୪ ଟି ସାଇବର ଥାନା ଖୋଲିବ । ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ସ୍ଥାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ। ରାଉରକେଲା,ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ୟ୍ୟ…

କମିଲା ସୁନା ରୁପା ଦର ଜାଣନ୍ତୁ କେତେ ଦାମ୍ ରହିଛି

ଆଜି ସୁନା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି ।ଗତକାଲି ଅପେକ୍ଷା ଆଜି ୨୫୦ ଟଙ୍କା କମିଛି ସୁନା ଦର ।ସୁନା ଦର ୧୦ ଗ୍ରାମ ପିଛା ୪୮୦୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୨୧୫୪ ଟଙ୍କା ରହିଛି। ଦିନକୁ ଦୁଇ ଥର ସୁନା ଓ ରୂପା ଦର ଜାରି କରାଯାଇଥାଏ। ଥରେ…