Odia News Portal
Yearly Archives

2021

ୟୁରୋପରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ

ୟୁରୋପରେ ବ୍ୟାପୁଛି କୋରୋନା ।୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧,୮୦,୦୦୦ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ, ଫ୍ରାନ୍ସ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧,୭୯,୮୦୯ କୋଭିଡ୍-୧୯ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ଆଜି ଫ୍ରାନ୍ସ୍ ସ୍ବାସ୍ଥ୍ୟମନ୍ତ୍ରୀ ପୂର୍ବାନୁମାନ କରିଛନ୍ତି ଯେ,…

ଡାକ୍ତରଖାନାରେ ଶିଶୁ ଅଦଳ ବଦଳ

ସୋନପୁର: ଡାକ୍ତରଖାନାରେ ଶିଶୁ ଅଦଳ ବଦଳ କୁ ନେଇ ଆସିଛି ସାଘାଂତିକ ଅଭିଯୋଗ ।ପୋଲିସ ଘଟଣା ସ୍ଥଳରେ ପହଂଚି ଖୋଳତାଡ କରୁଛି । ସୂଚନାନୁସାରେ ଗତ ସୋମବାର ଦିନ ଜିଲ୍ଲାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ପତ୍ନୀ ବିନିତାଙ୍କ ପ୍ରସବ କଷ୍ଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ବିଧାନସଭାରେ ପଶିଲା କୋରୋନା

ମହାରଷ୍ଟ୍ର ବିଧାନ ସଭା ଶୀତ ଅଧିବେଶନରେ ପଶିଲା କୋରନା । ଅଧିବେଶନ ଆରମ୍ଭର ମାତ୍ର ୨ ଦିନରେ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ୨ ମନ୍ତ୍ରୀ ଓ ଜଣେ ବିଧାୟକ ଥିବା ମଧ୍ୟ ଜଣାପଡିଛି। ଆରଟିପିସିଆର ପରୀକ୍ଷଣରେ ମନ୍ତ୍ରୀ କେ.ସି.ପାଡଭୀ, ବର୍ଷା ଗାୟକୱାଡ…

ରାଜ୍ୟରେ ତୃତୀୟ ଲହର ନିମନ୍ତେ ସରକାରଙ୍କ ସତର୍କତା

ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରନ୍ତ ଙ୍କ ସଂଖ୍ୟା ବିଶେଷଜ୍ଞଙ୍କମାନଙ୍କ କହିବା ଅନୁସାରେ ଏହା ତୃତୀୟ ଲହର ସୃଷ୍ଟି କରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧ ରୁ ଜାନୁୟାରୀ ୨ ପର୍ୟ୍ୟନ୍ତ ସମସ୍ତ ସର୍ବସାଧାରଣ ସ୍ଥଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି…

ଓଡିଶାରେ ପରିବର୍ତ୍ତନ ହୋଇପାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ରାଜ୍ୟରେ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିପାରେ । ଡିଏମଇଟି ରମାରମଣ ମହାନ୍ତି ଏହ ଏହା ଜଣାଇଛନ୍ତି। ପ୍ରଥମରୁ ପଞ୍ଚମ ପିଲାଙ୍କ ସ୍କୁଲ୍ ଖୋଲିବା ପାଇଁ ଗତକାଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ…

ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରନ୍ତ ଚିହ୍ନଟ

ଓଡିଶାକୁ ଡରାଉଛି ଓମିକ୍ରନ ।ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରନ୍ତ ଚିହ୍ନଟ । ମୋଟ ସଂକ୍ରମିତ ୯ କୁ ବୃଦ୍ଧି । ଆକ୍ରାନ୍ତ ଜଣକ ୟୁଏଇରୁ ଫେରିଥିଲେ । ତାଙ୍କ ବୟସ ୩୧ ବର୍ଷ ହେବ ବୋଲି କୁହାଯାଉଛି । ସେ ଦୁବାଇରୁ କୋଲକାତା ଆସିଥିଲେ । ସେଠାରୁ ଟ୍ରେନ ଯୋଗେ…

ରିଲିଜ ହେଲା “ମନମୋର କାଗଜ ଗୁଡି”ର ମ୍ୟୁଜିକ

ଭୁନନେଶ୍ୱର : ଆଜି ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା "ମନ ମୋର କାଗଜ ଗୁଡି" ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାସ (ସ୍କୁଲ ଆଣ୍ଡ ମାସ ଏଜୁକେଶନ)ଯୋଗ ଦେଇଥିଲେ।ଆଜି ଏହି…

ଓମିକ୍ରନ ଆତଙ୍କ ୧୧ ଶହରୁ ଅଧିକ ବିମାନ ବାତିଲ୍

ସାରା ବିଶ୍ୱରେ ଚିନ୍ତା ବଢାଉଛି ଓମିକ୍ରନ ସଙ୍କ୍ରମଣ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନଯାତ୍ରା ଉପରେ ଜାରି ହୋଇଛି କଟକଣା । ଗତ ଶୁକ୍ରବାର ଠାରୁ ଏପର୍ୟ୍ୟନ୍ତ ସାରା ବିଶ୍ୱରେ ୧୧ ହଜାର ୫୦୦ରୁ ଅଧିକ ବିମାନ ବାତିଲ କରାଯାଇଛି । ଗତକାଲି ୩୦୦୦ ବିମାନ ବାତିଲ…

ଏକାମ୍ର ପ୍ରଗତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ

ଏକାମ୍ର ନିର୍ବାଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଭିତରେ ରହିଛି ଭୁବନେଶ୍ଵରରେ ପ୍ରତି ଘରକୁ ୨୪ ଘଣ୍ଟା ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି, ବରମୁଣ୍ଡା ଓ ୱାର୍ଡ ନମ୍ବର ୨୪ ଅଞ୍ଚଳରେ ସେଥିପାଇଁ ୮ କୋଟି ୯୩ ଲକ୍ଷ ,…

ବେଆଇନ୍ ମାଞ୍ଜା ସୂତା ବିକ୍ରି କରି ୧୪ ଅଟକ

କଟକ : ଅଘଟଣ ଘଟିବା ପରେ ପୋଲିସ ନେଲା ଆକ୍ସନ। ବେଆଇନ୍ ମାଞ୍ଜା ସୂତା ବିକ୍ରି ଘଟଣାରେ ୧୪ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ବେଆଇନ୍ ମାଞ୍ଜା ସୂତା ବିକ୍ରି ବାବଦରେ ୪ଟି ମାମଲା ମଧ୍ୟ ରୁଜୁ କରିଛି ପୋଲିସ । ଏନେଇ କଟକ ଡିସିପି ପ୍ରତୀପ ସିଂ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ବ୍ୟାନ୍…