Odia News Portal
Yearly Archives

2021

ଆତଙ୍କ ଖେଳାଉଛି ବାଘ

ନୂଆପଡା ଜିଲ୍ଲା କୋମନା ବ୍ଲକ ତୋରବୋଡ଼ ଅଞ୍ଚଳ ରେ ବାଘ ଲୋକେ ଆତଙ୍କିତ | ତୋରବୋଡ଼ ସ୍ତିତ ବିହନ ଉତ୍ପାଦନ କେନ୍ଦ୍ର ନିକଟ ଗୋଟିଏ ବାଘ ସହିତ ଦୁଇଟି ବାଘ ଛୁଆ ଦେଖିବାକୁ ପାଇଥିଲେ | କିଛି ସ୍ଥାନୀୟ ଲୋକେ ଆଜି ସକାଳୁ ଲୋକ ମାନେ ଯିବା ଆସିବା କରୁଥିବା ବେଳେ ଲୋକେ ବାଘ ମାନେ ତୃଣ ବିହନ

ଟ୍ୱିନ ସିଟି ପାଇଁ ସତର୍କ ଜାରୀ

ମାଡିଆସୁଛି ବାତ୍ୟା ଜୱାଦ । ଟ୍ୱିନସିଟି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭିଗ । କଟକ-ଭୁବନେଶ୍ୱରରେ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ସହିତ ବତ୍ୟା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ଝଟକା ୬୦ କିମି ଛୁଇଁବ ବୋଲି ଆକଳନ

ଦୁର୍ବଳ ହେଉଛି ବାତ୍ୟା

ବାତ୍ୟା ଦୁର୍ବଲ ହେଉଛି ବୋଲି କହିଛି ପାଣିପାଗ ବିଭାଗ । ଦିଗପରିବତ୍ତନ କରି ଦୁର୍ବଳ ହେଉଛି । ଏବେ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ୧୨ ଘଣ୍ଟା ପରେ ଉତ୍ତର ପୂର୍ବ ଦେଇ ଗତି କରିବ ବାତ୍ୟା ଜୱାଦ । ଏହାର ପ୍ରଭାବରେ ବର୍ଷା ଜାରୀ ରହିବ । ପୁରୀ ନିକଟରେ ହେବା ବେଳକୁ ଏହା ବାତ୍ୟା ରୂପରେ

ବହି ପଢା ଅଭିଯାନ

ବହି ସବୁବେଳେ ମଣିଷର ଜ୍ଞାନର ପରିସୀମାକୁ ବଢ଼ାଇ ଥାଏ। କିନ୍ତୁ, ଆଜିର ଡିଜିଟାଲ୍ ଓ ମୋବାଇଲ୍ ସମୟରେ ଲୋକଙ୍କର ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ

ମଝି ସମୁଦ୍ରରେ ଦିଗ ବଦଳାଇବ ବାତ୍ୟା

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ- ଉତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତୀ ଆଣ୍ଡାମାନ ସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ

ଭାରତରେ ପ୍ରବେଶ କଲା ଓମିକ୍ରନ

କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବିଶ୍ୱବାସୀଙ୍କ ଚିନ୍ତା ବଢିଥିବା ବେଳେ ଭାରତ ଛୁଇଁଛି ଓମିକ୍ରନ ଭୂତାଣୁ । ଭାରତକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୨୯ ଟି ଦେଶରେ କାୟା ମେଲାଇସାରିଛି ଓମିକ୍ରନ । କରୋନାର ଏହି ନୂଆ ଭାରିଆଣ୍ଟ ଏଯାଏଁ ମୋଟ୍ ୨୯ଟି ଦେଶର ୩୭୩ ଲୋକଙ୍କୁ ସଂକ୍ରମିତ

ରଙ୍ଗାରଙ୍ଗ ମାହୋଲରେ କୋଣାର୍କ ମହାତ୍ସବ

ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଏବେ ଚଳଚଞ୍ଚଳ । ମୁକ୍ତାକାଶ ଖୋଲା ମଞ୍ଚରେ ଯୋଡ଼ି ହୋଇଛି ନୃତ୍ୟ ମହାକୁମ୍ଭ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି କୋଣାର୍କ । ସେପଟେ ରାଜ୍ୟ ପର୍ଯ୍ୟଟକ ବିଭାଗ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ୧୨ତମ ଅନ୍ତର୍ଜାତୀୟ ବାଲୁକା କଳା ।

ତୁରନ୍ତ ତୈଳ ଦର ହ୍ରାସ ପାଇଁ ସମସ୍ୱରରେ ଦାବି

ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ଆବାସ

ପରାଗ ବଦଳାଇଲେ ଟ୍ୱିଟରର ଏହି ନିୟମ

ଆଜି କାଲି ଯୁଗରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ସେହିଭଳି ଟ୍ୱିଟର ମଧ୍ୟ କେ ଲୋକପ୍ରିୟ ଆପ ଅଟେ । ଏହି ଆପ ଦ୍ୱାରାଲୋକମାନେ ନିଜକୁ ସବୁବେଳେ ଅପଡେଟ ରଖି ପାରୁଛନ୍ତି । ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ପଦବୀ ଛାଡିବା ପରେ ସୋମବାର ଦିନ ଭାରତୀୟ ବଂଶୋଦ୍ଭବ

ହନିଟ୍ରାପରେ ଫସୁଛନ୍ତି ଯୁବକ ଯୁବତୀ

ମାୟାଜାଲରେ ଫସାଉଛନ୍ତି । ଭୟ ଦେଖାଇ ଲୁଟୁଛନ୍ତି ପୁଲାପୁଳା ଟଙ୍କା ।ସୋସିଆଲ ମିଡିଆ , ମ୍ୟାଟ୍ରୋମୋନି ସାଇଟରେ ଚିହ୍ନା ପରିଚିତ, ବନ୍ଧୁତା, ପ୍ରେମ । ଆଉ ତାପରେ ପଡିଯାଆନ୍ତି ହନିଟ୍ରାପରେ । ଯୁବତୀ ହୁଅନ୍ତୁ କିମ୍ବା ଯୁବକ କେହି ବି ବାଦ ପଡୁନାହାଁନ୍ତି ଏଥିରୁ । ଏମିତି ପ୍ରତିଦିନ ଘଟଣା