Odia News Portal
Yearly Archives

2021

ଅଶ୍ଲୀଳ ଭିଡିଓ ଦେଖେଇଲେ, ଟଙ୍କା ଲୁଟିନେଲେ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ଅନଲାଇନରେ ଯୁବତୀଙ୍କ ସହ ଚାଟିଂ କରିବା ପଡ଼ିଛି ମହଙ୍ଗା । ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟିଂ କରି ଜଣେ ଯୁବକ ୨୫ ହଜାର ଟଙ୍କା ହରାଇଥିବା ଖବର ନଜରକୁ ଆସିଛି । ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଯୁବକ ଏଭଳି

ଏଫଏମ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ ତ୍ରିପାଠୀ

ଭୁବନେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀଲାଲ ଗୁରୁବାର ୪ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ତ୍ରିପାଠୀ ଉତ୍କଳ

ପ୍ରେମିକା ବଦଳରେ ଆସିଲେ ମା, ଛେଚା ଖାଇଲେ ଯୁବକ

କେନ୍ଦ୍ରାପଡ଼ା: ସାଙ୍ଗ ସହ ମିଶି ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ । ହେଲେ ପ୍ରେମିକା ବଦଳରେ ତା ମା ଆସିଥିଲେ । ଆଉ ଏହା ଦେଖିବା ପରେ ପ୍ରେମିକ ଫେରାର ହୋଇଯାଇଥିଲା । ସାଥିରେ ଯାଇଥିବା ସାଙ୍ଗ ଫସିଯାଇଛି । ମହିଳା ଜଣକ ଯୁବକଙ୍କୁ ଧରି ନିର୍ଦ୍ଧୁମ ଛେଚିଥିବା ଦେଖିବାକୁ ମିଳିଛି । ଯାହାର

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା, ସମସ୍ତଙ୍କୁ ଜେରା କରାଯିବ: ଡିଆଜି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ମୃତ୍ୟୁ ନାଁ ହତ୍ୟା? ତେବେ ତାଙ୍କ ମୃତ୍ୟୁ ପଛରେ ଅନେକଙ୍କ ହାତ ରହିଥିବା ନେଇ ଅଭିଯୋଗ ହେଉଛି । ତେବେ ଯେଉଁମାନଙ୍କ ନାମରେ ଅଭିଯୋଗ ହେଉଛି ସେମାନଙ୍କୁ ଜେରା କରାଯିବ ବୋଲି ଆଜି ଡିଜି କହିଛନ୍ତି । ବିଭିନ୍ନ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଦ୍ୟ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାର ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁ କେରାନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ତେବେ ସେ ସାମାନ୍ୟ କରୋନା ସଂକ୍ରମଣ ହୋଇଛନ୍ତି । କରୋନାର ସାମାନ୍ୟ

ପ୍ରକାଶ ପାଇଲା ଆଇସିସି ଦିନିକିଆ ମାନ୍ୟତା, ଜାଣନ୍ତୁ ଭାରତୀୟ ଖେଳାଳୀଙ୍କ କେଉଁ ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲଙ୍କ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାରେ ଧାୱନ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ

ଭୁଲ୍ କାହାର ?

ଭୁବନେଶ୍ୱର: ସବୁଠାରୁ ବଡ଼ କଥା ହେଉଛି କି, ବିବାହ ପରେ ପ୍ରିୟଙ୍କା ଜଗନ୍ନାଥ ସହ ମିଳା ମିଶା କରିବା କେତେଦୂର ଠିକ୍ ଥିଲା? ସ୍ୱାମୀ ଥାଉ ପରପୁରୁଷ ସହ କଥା ହେବା କଣ ଠିକ୍‌? ସେପଟେ ବିବାହିତା ମହିଳାଙ୍କ ସହ ପ୍ରେମ କରିବା କେତେଦୂର ଠିକ୍‌? ପର ସ୍ତ୍ରୀକୁ ବିବାହ କରିବା ଲାଗି ନିଷ୍ପତି ନେବା

ପୁଣି ସାମନାକୁ ଆସିଲା ବିଦ୍ୟା ଭାରତୀଙ୍କ ଆଉ ଏକ ଚିଠି, ପଢ଼ିଲେ ଆପଣ ବି ହୋଇଯିବେ ତାଜୁବ୍‌

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସନ୍ଦେହଘେରରେ ରଖାଯାଇଛି । ତେବେ ପୂର୍ବରୁ ତାଙ୍କର ଏକ ହାତଲେଖା ଚିଠି ଭାଇରାଲ ହୋଇଥିବା ବେଳେ ଆଜି ଆଉ ଏକ ଚିଠି ଭାଇରାଲ ହେବାରେ ଲାଗିଛି ।

ପାଣିରେ ବୁଡ଼ିଲା ମୁମ୍ବାଇ ସହର

ମୁମ୍ବାଇ: ପାଣି ପାଣି ମୁମ୍ବାଇ । ପ୍ରଅବଳ ବର୍ଷାରେ ବେହାଲ ମୁମ୍ବାଇ । ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ

୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ

କେନ୍ଦ୍ରାପଡ଼ା: ମହିଳା ପୋଲିସ କନେଷ୍ଟବଳ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା । ତାତିଛନ୍ତି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ । ୫ଜଣ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ତେବେ ଏହି ୫ଜଣ ବିଧାୟକଙ୍କ ମଧ୍ୟରେ ଅଛନ୍ତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସଚି ନାୟକ, ରାଜନଗର ବିଧାୟକ ଧ୍ରୃବ