ପୁଣି ମାତିଲେ ମାଓବାଦୀ
ପୁଣି ମାତିଲେ ମାଓବାଦୀ। ରାୟଗଡା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଲେ ମାଓବାଦୀ। ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର୍ୟ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଏଥିରେ ଉଲ୍ଲେଖ କରିଛନ୍ତି। ପାରସାଲି ପଞ୍ଚାୟତ ଅନ୍ତର୍ଗତ!-->…