Odia News Portal
Yearly Archives

2021

ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ କଟକଣା

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ଘୋଷଣା କରାଯାଇଥିବା ବେଳେ ଆଜି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଛାତ ୁପରେ ରହି ରଥଯାତ୍ରା ଦେଖିବା ମନା । ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି । ପୁରୀ

ଓଡ଼ିଶା ଆସିବ କେନ୍ଦ୍ରୀୟ କୋଭିଡ୍ ଟିମ୍‌

ଭୁବନେଶ୍ୱର: ଦେଶରେ ତଳମୁହାଁ କରୋନା ମିଟର । ତେବେ ମୃତ୍ୟୁରେ ଲାଗୁନି ବ୍ରେକ । ସେପଟେ ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ କେନ୍ଦ୍ରୀୟ କୋଭିଡ୍ ଟିମ୍ । କୋଭିଡ୍ ନିୟନ୍ତ୍ରଣ ଓ କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ପାଇଁ ଏହି ଟିମ୍ ଆସିବେ । ତେବେ ଓଡ଼ିଶା ସହ କେରଳ,ଅରୁଣାଞ୍ଚଳ ପ୍ରଦେଶ,

ଅସନ୍ତୁଷ୍ଟ ପିଲା ୭୦% ସିଲାବସର ପରୀକ୍ଷା ଦେବେ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଅସନ୍ତୁଷ୍ଟ ଛାତ୍ର ଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବେ । ତେବେ ସେମାନେ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଫଲାଇନ ପରୀକ୍ଷା ଲାଗି ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲପ କରାଯିବ । ତେବେ ପରୀକ୍ଷାର ୧୫ଦିନ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି। ଏଥିସହିତ କ୍ରମାଗତ ୫୦ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି।

୧୫ ବର୍ଷର ନାବାଳିକା ୮ ମାସର ଗର୍ଭବତୀ

କେନ୍ଦ୍ରାପଡ଼ା: ଲଜ୍ଜା । ପୁଣି ଲଜ୍ଜା । ରାଜ୍ୟରେ ଥମିବାର ନାଁ ଧରୁନି ଲଜ୍ଜା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତେଲେଙ୍ଗାବସନ୍ତ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଏକ ୧୫ବର୍ଷର ନାବାଳିକା ୮ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଯାହାକୁ ନେଇ

ଓଡ଼ିଶା ଫେରିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା

ଭୁବନେଶ୍ୱର: ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା । ଏନେଇ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । କୋଲକାତାରୁ ଅଣାଯିବା ନେଇ ବିଚାର ବିମର୍ଶ ଜାରି ରହିଛି । ଏହି ବିମାନ ଆଣିବା ଲାଗି ସପ୍ତାହକ ମଧ୍ୟରେ ଟେଣ୍ଡର ହେବ । ତେବେ ଏହା ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦର ଗୋଲେଇ

ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ଲୁଟେରା । ପ୍ରତିଦିନ ଆସୁଛି ଲୁଟ୍ ଖବର । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ଲୁଟ୍ । ତେବେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଜାରରୁ ଆସିଛି ଏଭଳି ଲୁଟର ଦୃଶ୍ୟ । ଦୋକାନର ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କାର ସାମାନ ଚୋରି କରିନେଇଥିବା ଅଭିଯୋଗ

ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଛି ଟିକା ଅଭାବ । ଟିକା ନଥିବାରୁ କାଲିଠାରୁ ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟକୁ ଆସିବ ୮ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ । ଦୂର ହେବ ଭ୍ୟାକ୍ସିନ ଅଭାବ । କେନ୍ଦ୍ର ସରକାର ଏହି ୮ ଲକ୍ଷ ଟିକା

ଭୀକାରୀମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀରେ ଆଉ ରହିବେନି ଭୀକାରୀ । ଭୀକାରୀମୁକ୍ତ କରିବା ଲାଗି ବିଏମସି, କମିଶନରେଟ୍ ପୋଲିସ ଓ ୩ ସ୍ୱେଚ୍ଛୋସେବୀ ସଂଗଠନର ମିଳିତ ପ୍ରୟାସରେ ଏହା କରାଯିବ ବୋଲି ସୂଚନା ମିଳିଛି । ଆଜି ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି

ବିଜୟରୁ ଅଭିଯାନ ଆରମ୍ଭ କଲେ ସାନିଆ

ନୂଆଦିଲ୍ଲୀ: ୪ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ର କୋର୍ଟକୁ ଓହ୍ଲାଇଛନ୍ତି ଭାରତର ଟେନିସ ତାରକା ସାନିଆ ମିର୍ଜା। ମହିଳା ଡବଲ୍ସରେ ବିଜୟ ସହ ସାନିଆ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ଯୋଡ଼ି ଆମେରିକାର ବେଥାନି ମାଟେକ୍-ସାଣ୍ଡ୍ସଙ୍କ ସହ ମିଶି ସାନିଆ