Odia News Portal
Yearly Archives

2021

ପଡିଶା ଘରକୁ ପିଠା ଖାଇବାକୁ ଯାଇ ୨ ବର୍ଷର ଶିଶୁ ନିଖୋଜ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନିମା ଗ୍ରାମର ୨ ବର୍ଷର ଶିଶୁ ନିଖୋଜ । ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ନିଖୋଜ ଶିଶୁ ହେଉଛନ୍ତି ଉମାକାନ୍ତ ପ୍ରଧାନଙ୍କ ଝିଅ ସସ୍ମିତା ପ୍ରଧାନ । ସସ୍ମିତା ପ୍ରଥମାଷ୍ଟମି ପାଇଁ ୮.୩୦ ବେଳକୁ ସଜବାଜ ହୋଇ ନୂଆ ଡ୍ରେସ ପିନ୍ଧି ଘର ପାଖ ପଡିଶା

ସମିତାଙ୍କୁ ପ୍ରପୋଜ କଲେ ରାଖୀଙ୍କ ସ୍ୱାମୀ

ଦୀର୍ଘ ଦିନର ଅପେକ୍ଷା ପରେ ସାମ୍ନାକୁ ଆସିଲେ ରାଖୀଙ୍କ ସ୍ୱାମୀ । ନିଜ ପତ୍ନୀ ରାଖୀଙ୍କୁ ଛାଡି ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ସମିତାଙ୍କୁ ପ୍ରପୋଜ କରିଛନ୍ତି । ସମସ୍ତଙ୍କ ସାମ୍ନାରେ ରାଖୀଙ୍କ ସ୍ୱାମୀ ସମିତାଙ୍କୁ ପ୍ରପୋଜ କରିଛନ୍ତି । ଏହି ଘଟଣାକୁ ଦେଖି ରାଖୀ ରାଗିକି ପୂରା ଲଙ୍କା । ଯେଉଁ

ITDA ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ

ବାରିପଦା ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ । ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ବିପୁଳ ସମ୍ପତ୍ତି । ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲା ।ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରିଥିଲା ପୋଲିସ ।

ବସ୍ ଭିତରେ ମାସ୍କ ନପିନ୍ଧିଲେ ୫୦୦ ଫାଇନ୍

କରୋନା କଟକଣା ସତ୍ୱେ ଆଜି ମଧ୍ୟ ଦିନକୁ ଦିନ କରୋନା ବୃଦ୍ଧି ପାଉଛି । କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି । ଏଣିକି ବସ୍ ଭିତରେ ଯାତ୍ରା କଲେ ମାସ୍କ ବ୍ୟବହାର କରିବା ନିହାତି ଜରୁରୀ ହୋଇଛି । ଯଦି ଆପଣ ମାନେ ବସ୍ ଭିତରେ ଯାତ୍ରା କରିବା

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ

ରାଜ୍ୟରେ ଥମୁନି ଅଣ୍ଡାମାଡର ରାଜନୀତି । ଦିନକୁ ଦିନ ବଢିଚାଲିଛି ଅଣ୍ଡାମାଡ । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ନେତା ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାରିବା ଘଟଣା ସାମ୍ନାକୁ ଆସୁଛି ।ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ନେତା ମନ୍ତ୍ରୀ ମାନେ । ମମିତା ମେହେର ହତ୍ୟା

ଅନିଲ କପୁର ଅଛନ୍ତି ଅସୁସ୍ଥ, ଜର୍ମାନୀରେ ଚାଲିଛି ଚିକିତ୍ସା

ଅସୁସ୍ଥ ହୋଇ ପଡ଼ିଛନ୍ତି ବଲିଉଡର ମିଷ୍ଟର ଝକାସ ଅନିଲ କପୁର । ୬୦ ପରେ ବି ଚଳଚଞ୍ଚଳ ରହୁଥିବା ତଥା ସବୁବେଳେ ବିନ୍ଦାସ ରହୁଥିବା ମିଷ୍ଟର ଇଣ୍ଡିଆ ଏବେ ଚିକିତ୍ସା ନିମନ୍ତେ ଜର୍ମାନୀରେ ଅଛନ୍ତି। ଏକ ଭିଡଓ ଶେଆର କରି ଏ ନେଇ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ଏଭରଗ୍ରୀନ୍‌ ଅନିଲ କପୁର।

ଏଣିକି ନଡା ଜାଳିବା ଅପରାଧ ନୁହେଁ

ଏବେ ନଡ଼ା ଜାଳିବା ଆଉ ଅପରାଧ ନୁହେଁ। ଏହାକୁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି। କୃଷକଙ୍କ ଗୋଟିଏ ପରେ ଗୋଟିଏ ଦାବି ମାନୁଛନ୍ତି ସରକାର । କୃଷି ଆଇନ୍ ପ୍ରତ୍ୟାହାର ପରେ କୃଷକଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ମାନିଛନ୍ତି ଭାରତ ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

କରୋନାର ନୂଆ ଭାରିଆଣ୍ଟକୁ ନେଇ ସତର୍କ

ରଙ୍ଗ ବଦଳାଇବାରେ ମାହିର କରୋନାର ନୂଆ ଭାରିଆଂଟ ଅମିକ୍ରନ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ନୂଆ ଭାଂରିଆଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସିଲେ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ

ଯୋଗ କରି ଟ୍ରୋଲ ହେଲେ କରୀନା

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଦୁଇ ସନ୍ତାନଙ୍କ ପରେ ବି ସେ ଯୋଗ ଓ ବ୍ୟାୟମ କରି ନିଜକୁ ସବୁବେଳେ ଫିଟ ରଖିବାରେ ମାହିର । ନିଜ ୱାର୍କଆଉଟର ଭିଡିଓ ମଧ୍ୟ ସେ ଅଧିକାଂଶ ସମୟରେ ସେୟାର କରନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ

ଡିସେମ୍ବର ୧୫ରୁ ଆନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

ଆସନ୍ତା ଡିସେମ୍ବର ୧୫ରୁ ଦେଶରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। କେବଳ ୧୪ଟି ଦେଶ ପାଇଁ ଭାରତ ଏହି ସେବା ଆରମ୍ଭ ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ