Odia News Portal
Yearly Archives

2021

ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା

ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା

ଅପରେସନ ନୀଳ ଜହର

କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ପୁଣି ଅପରେସନ ନୀଳ ଜହର । ଶୁକ୍ରବାର କ. ନୂଆଗାଁ ଥାନା ଅନ୍ତର୍ଗତ ସାଇନପଡା ଗ୍ରାମ ପଞ୍ଚାୟତର ନଦୀ ତଟବର୍ତ୍ତୀ ଅଞ୍ଚଳର ଉପାନ୍ତ ନନ୍ଦମାହା ଓ କିରାକେତା ଗାଁରେ ନଷ୍ଟ କରାଗଲା ଗଞ୍ଜେଇ ଚାଷ । ସରକାରୀ ଜମି ଓ ଜଙ୍ଗଲ

ଦିଲ୍ଲୀକୁ ମନା ପେଟ୍ରୋଲ, ଡିଜେଲ ଗାଡି

ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲରେ ଏବେବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ଲାଗୁ ହେଲା କଡା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିବ ଅନୁମତି ।

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋ ପ୍ରେସରର ରୂପ ନେବ । ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ

ଉତ୍କଳ ବିଶ୍ୱବିଦ୍ୟାଳୟର ଆଜି ପ୍ରତିଷ୍ଠା ଦିବସ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ପାଳନ ହେବ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କକ୍ଷ (କନଭୋକେସନ୍‌ ହଲ୍‌)ରେ ସକାଳ ୧୦ଟା ୩୦ରେ ହେବାକୁ ଥିବା ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ସେହିପରି

କୋରାପୁଟରେ ଆରମ୍ଭ ହେବ ନୂଆ ଅଧ୍ୟାୟ

ଶନିବାର ବିଏସକେଓ୍ୱାଇରେ ଯୋଡିହୋଇଛି କୋରାପୁଟ । କୋରାପୁଟ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ

ଓଡିଆର ପର୍ବ ପ୍ରଥମାଷ୍ଠମୀରେ ଜ୍ୟେଷ୍ଠ ସନ୍ତାନଙ୍କୁ ବନ୍ଦାପନା

ଶନିବାର ପୋଢୁଆଁଷ୍ଟମୀ ବା ପ୍ରଥମାଷ୍ଟମୀ । ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ‘ପ୍ରଥମାଷ୍ଟମୀ’ ପାଳନ କରାଯାଏ । ଓଡ଼ିଶାର ଏହା ଏକ ପାରମ୍ପରିକ ପର୍ବ । ପ୍ରତ୍ୟେକ ଓଡ଼ିଆ ଘରେ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା ପାଇଁ ପୂଜାବିଧି ଅନୁଷ୍ଠିତ

ପ୍ରତିଭାବାନ ଛାତ୍ର ପାଠ ପଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ପଠାଇଲେ ଆଡମିଶନ ଖର୍ଚ୍ଚ

ସ୍ୱାଧିକାର ନ୍ୟୁଜ : ଅର୍ଥ ଅଭାବରୁ ପାଠରେ ଡୋରୀ ବନ୍ଧା ହୋଇଥାନ୍ତା । କିନ୍ତୁ ତାର ପାଠ ପଢ଼ିବା ସ୍ୱପ୍ନକୁ ପୁରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ତହସିଲର ତାରାଚାନ୍ ରଣାଙ୍କ ଇଂଜିନିୟରିଂ ପାଠପଢ଼ା ପାଇଁ ଆଡମିଶନ ଖର୍ଚ୍ଚ ବାବଦ ୯୬,୫୦୦ ଟଙ୍କା

କୁବେର ଜେଇଙ୍କ ଘରୁ ପୁଳାପୁଳା ଟଙ୍କା ଜବତ

ସ୍ୱାଧିକାର ନ୍ୟୁଜ : କୁବେର କନିଷ୍ଠ ଯନ୍ତ୍ରୀଙ୍କ ପାଖରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଅମାପ ସମ୍ପତିର ଅଧିକାରୀ ହେଉଛନ୍ତି ଆଇଟିଡିଏର ଜେଇ ସନ୍ତୋଷ ଦାସ । ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ମୋଟ ୪୧ଲକ୍ଷ ୭୭ ହଜାର ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ କରାଯାଇଛି । ଭୁବନେଶ୍ୱର ବଡଗଡ

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ସ୍ୱାଧିକାର ନ୍ୟୁଜ : ଇଡିରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ । ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୁତିଙ୍କ ଆକାଉଣ୍ଟକୁ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେହି ଲିଙ୍କରେ