ଅର୍ଜୁନ କପୁରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଲେନି ଗାର୍ଲର୍ପ୍ରେଣ୍ଡ ମଲାଇକା
ମୁମ୍ବାଇ: ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ଆଜି ହେଉଛି ଜନ୍ମଦିନ । ୩୬ ବର୍ଷରେ ପାଦ ଥାପିଛନ୍ତି ଅର୍ଜୁନ । ମୁମ୍ବାଇର କୋଲାବାସ୍ଥିତ ତାଜ ହୋଟେଲରେ ଜନ୍ମଦିନ ପାର୍ଟିି ପାଳୁଛନ୍ତି ଅର୍ଜୁନ । ଶନିବାର ରାତିରୁ ତାଙ୍କ ଜନ୍ମ ପାର୍ଟି ଆରମ୍ଭ ହୋଇଛି । ବହୁ ଷ୍ଟାର ତାଙ୍କ ଜନ୍ମଦିନରେ ଆସିଥିବା!-->…
