Odia News Portal
Yearly Archives

2021

ଅନନ୍ତଙ୍କ ଟାର୍ଗେଟରେ ଅପରାଜିତା

ସ୍ୱାଧିକାର ନ୍ୟୁଜ : ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାରେ ତେଜିବାରେ ଲାଗିଛି ରାଜନୀତି । ବିଜେଡି ବିରୋଧରେ ବିଷୋଦଗାର କରିଥିଲେ ଅପରାଜିତା । ଏବେ ଅପରାଜିତାଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଶାନ୍ତ ଓଡିଶାକୁ ବିହାର ଭଳି ଅଶାନ୍ତ କରିବାକୁ

କଟକରେ ଧଳାଜହର କାରବାର : ଜଣେ ଗିରଫ

ସ୍ୱାଧିକାର ନ୍ୟୁଜ : କଟକରେ ଧଳାଜହର କାରବାର ବେଳେ ମାଡି ବସିଲା ପୁଲିସ । ଲାଲବାଗ ଅଂଚଳରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କାରବାରରେ ସମ୍ପୃକ୍ତି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଅଭିଯୁକ୍ତର ନାଁ ରାଜା ବସ୍ତିଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,

ଅପରାଜିତାଙ୍କୁ ଅଣ୍ଡାମାଡ ଘଟଣା : ନିନ୍ଦା କଲା ରାଜ୍ୟ ବିଜେପି

ସ୍ୱାଧିକାର ନ୍ୟୁଜ : ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି । ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ ଡାକି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ମହିଳା କେତେ ଅସୁରକ୍ଷିତ ତାହା ଏହି ଘଟଣା ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି ।

କରୋନାରୁ ସୁସ୍ଥ ହେଲେ ସୁର ରାଉତରାୟ

ସ୍ୱାଧିକାର ନ୍ୟୁଜ : କରୋନାରୁ ମୁକ୍ତ ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଆଜି ସୁରଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସମସ୍ତଙ୍କୁ ସାଟିଫିକେଟ୍ ଦେଖାଇଛନ୍ତି । କରୋନରୁ ମୁକ୍ତ ହେବା ପରେ ଖୁସି ଜାହିର କରିଛନ୍ତି ସୁର । କହିଛନ୍ତି ସଂଗରୋଧରେ ରହିବା ଜେଲରେ ରହିବା ସହ ସମାନ

ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସ୍ୱାଧିକାର ନ୍ୟୁଜ : ସମ୍ବିଧାନ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଛନ୍ତି, ରାଜନୀତିରେ ପରିବାରବାଦ ଦେଶ ପାଇଁ ଚିନ୍ତାର କାରଣ । ପାରିବାରିକ ଦଳର କାରଣ ଏହା ନୁହେଁ କି,

ମିଳିଲା ନିଖୋଜ ଚାରି ସାଙ୍ଗଙ୍କ ମୃତଦେହ

ଭୁବନେଶ୍ୱର : ମିଳିଲା ନିଖୋଜ ୪ ଛାତ୍ରଙ୍କ ମୃତଦେହ । ମହାନଦୀରେ ଭାସି ଯାଇଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ବାହିନୀ । ଏମାନେ ସମସ୍ତେ ଚାଉଳିଆଗଂଜ ଥାନା ପୋତାପୋଖରୀ ଓ ବିନାୟକ ନଗରର ବୋଲି ଜଣାପଡିଛି । ଗତକାଲି ଅପରାହ୍ନରେ ୪ଜଣ ସାଙ୍ଗ

ସ୍ମାର୍ଟ ହେଲା ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଭୁବନେଶ୍ୱର : ବିଜୁ ସ୍ମାର୍ଟ କାର୍ଡ ତାଲିକାରେ ଯୋଡି ହେଲା ଆଉ ଗୋଟିଏ ଜିଲ୍ଲା । ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୫ଲକ୍ଷ ୧୩ ହଜାର ୩୫୨ ଜଣ ପରିବାର ଏହାଦ୍ୱାରା ଉପକୃତ ହେବେ । ଏହାସହ ବାଲେଶ୍ୱରବାସୀଙ୍କୁ ୧୪୭୬

ଅଣ୍ଡାମାଡ ଘଟଣାରେ ମୁହଁ ଖୋଲିଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଣ୍ଡାମାଡ ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ଅପରାଜିତା । ସେ କହିଛନ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି । ବାରମ୍ବାର ତାଙ୍କ ଉପରେ ଆକ୍ରମଣ କରାଯାଉଛି । ତେଣୁ ତାଙ୍କୁ

ଦାଢୀ ରଖିଥିବାରୁ ଛାଡପତ୍ର

ଉତ୍ତରପ୍ରଦେଶର ଆଲୀଗଡ଼ ଠାରେ ଜଣେ ମୁସଲିମ୍ ଧର୍ମଗୁରୁଙ୍କ ପତ୍ନୀ ସ୍ୱାମୀ ଦାଢି ରଖିଥିବାରୁ ଛାଡ଼ପତ୍ର ଦେବାକୁ ଧମକ ଦେଇଥିବା ଖବର ଏବେ ସାମ୍ନାକୁ ଆସିଛି । ତାଙ୍କ ପତ୍ନୀଙ୍କ କହିବା ମୁତାବକ “ମୁଁ ଜଣେ ମଡ଼େଲ ତେଣୁ ମତେ ବିନା ଦାଢୀ ବାଲା ସ୍ୱାମୀ ଦରକାର” । ତେବେ ଏହି ଦାଢିକୁ

ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ ଇନିସ୍ପେକ୍ଟର ଓ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।