Odia News Portal
Yearly Archives

2021

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଜୋରସୋରରେ ରଥ ତିଆରି କାମ ଆଗେଇଚାଲିଛି । ହେଲେ ଦୁଇ ଦିନ ହେବ ବର୍ଷା ଲାଗିରହିଥିଲେ ସୁଦ୍ଧା ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରଥ ଖଳାରେ ରୂପକାରମାନେ

ଠିକାଦାରଙ୍କ ଉପରେ ଅଳିଆ ଢ଼ାଳିଲେ ବିଧାୟକ

ମୁମ୍ବାଇ: ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗି ରହିଥିବା ବେଳେ ସେଠାରେ ରାସ୍ତା ମାନଙ୍କରେ ପାଣି ଜମି ହୋଇ ରହିଥିବାର ଦୃଶ୍ୟ ଲଗାତାର ସାମନାକୁ ଆସୁଛି । ବର୍ଷା ଯୋଗୁଁ ଲୋକ ମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ

ଟୋକିଓ ଅଲମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ

ନୂଆଦିଲ୍ଲୀ: ଟୋକିସ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ୪୯ କେଜି ଓଜନ ବର୍ଗରେ ମୀରାବାଈ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଥିବା ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ୨୬

ବାପା ମା ଚାଲିଯିବା ପରେ ଦେଢ଼ ମାସର ଭାଇକୁ ପାଲୁଛି ୭ ବର୍ଷର ଝିଅ

ବାଲେଶ୍ୱର: ଦଇବ ଏମିତି ବି ଦୁଃଖ ଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନାହାଁନ୍ତି । ବାପା ମା ଛାଡ଼ି ଚାଲିଗଲେ ଆରପାରିକୁ । ଦେଢ଼ ମାସର ଭାଇକୁ ପାଳୁଛି ୭ ବର୍ଷର ଝିଅ । ଭାଇର ଅଳି ଅର୍ଦଳିକୁ ସହି ମା ଭଳି ସ୍ନେହ ଦେଉଛି ଏହି ୭ ବର୍ଷର ନାବାଳିକା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ

ସାରା ରାଜ୍ୟରେ ଲମ୍ବିଛି ନକଲି ଔଷଧର ଚେର

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ନକଲି ଔଷଧ ବେପାରୀ । ରାଜ୍ୟରେ ଦୁଇଦିନ ମଧ୍ୟରେ ଅନେକ ସ୍ଥାନରୁ ଜବତ ହେଲାଣି ନକଲି ମେଡିସିନ । ଟଙ୍କ ଲାଗି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମେ କଟକରୁ ଜବତ ହେବା ପରେ ଏହା ଲିଙ୍କରେ ଥିବା ରାଉରକେଲାରୁ ମଧ୍ୟ ଜବତ

୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଛୁଇଁଛି ମୌସୁମୀ । ଏହାର ପ୍ରବାରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ମଧ୍ୟ ନଜରକୁ ଆସିଛି । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରୁ ୮ଟିରେ ପ୍ରବଳରୁ ଅତି

ଗୋଳିଆ ହେଉଛି ୟୁପି ରାଜନୀତି, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ

ଲକ୍ଷୌ: ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ଯାହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ଏବେଠାରୁ ମଧ୍ୟ ୟୁପି ରାଜନୀତି ହେଡଲାଇନ୍ସ ହେଉଛି । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଆସନ୍ତାକାଲି ରଜ, ଆଜି ସଜବାଜ

ଭୁବନେଶ୍ୱର: ରାତି ପାହିଲେ କୃଷିଭିତ୍ତିକ ପର୍ବ ରଜ । ଆସନ୍ତାକାଲି ହେଉଛି ଓଡ଼ିଶାର ଗଣପର୍ବ ମଧ୍ୟରେ ଅନ୍ୟତମ ପର୍ବ ରଜ । ଯଦିଓ ତିନିଦିନ ରଜ ହୋଇଥାଏ ତେବେ ରଜ ପୂର୍ବଦିନ ସଜବାଜ ଓ ରଜ ଶେଷଦିନ ଅଥବା ବସୁମତି ସ୍ନାନକୁ ମିଶାଇ ୫ଦିନ ପାଳନ କରାଯାଏ । ଚଳିତ ବର୍ଷ କରୋନା ମହାମାରୀ ଲାଗି ଲକଡାଉନ

ଜନ୍ମଦିନରେ ବିକିନି ପିନ୍ଧା ଫଟୋ ସେୟାର କଲେ ଅଭିନେତ୍ରୀ ଦିଶା ପାଟାନୀ

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି ଦିଶା । ମାଳଦ୍ୱୀପରେ ଉଠାଇଥିବା ଏକ ଥ୍ରୋବ୍ୟାକ ଫଟୋକୁ ପୋଷ୍ଟ କରିଛନ୍ତି ସେ । ଯେଉଁଥିରେ କି ଏକ ଗୋଲାପୀ ରଙ୍ଗର ବିକିନି ପିନ୍ଧିଥିବା ନଜର ଆସିଛନ୍ତି