ଜାଡେଜାଙ୍କୁ ପ୍ରଂଶସା କଲେ ୱାର୍ଣ୍ଣର
ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଂଶସା କରିଛନ୍ତି ଅଷ୍ଟ୍ରେଲିୟ ଧୁଆଁଧାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର । ନିକଟରେ ଇଂଲଣ୍ଡରେ ଆୟୋଜନ ହେବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତର ସାମ୍ଭବ୍ୟ ୧୧ ଜଣିଆ ଦଳରେ ଜାଡେଜାଙ୍କୁ ସାମିଲ କରିବାକୁ କହିଛନ୍ତି!-->…
