ଏଥର ରଜରେ ଘରେ ଘରେ ପହଞ୍ଚିବ ପିଠା
ଭୁବନେଶ୍ୱର: ଓଡ଼ିଶାର ଗଣପର୍ବରେ ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଓଡ଼ିଆଙ୍କ ପ୍ରିୟ ପିଠା ପହଞ୍ଚିବ ଘରେ । ଏଥର ନିରାଡ଼ମ୍ଭର ଭାବେ ପାଳନ କରାଯିବ ରଜ ଉତ୍ସବ । ଭୁବନେଶ୍ୱର ଓଟିଡିସି ପକ୍ଷରୁ ପାଳନ ହେବ ରାଜ ଉତ୍ସବ । ରାଜଧାନୀର ପାନ୍ଥନିବାସରେ ନିରାଡ଼ମ୍ବର ଭାବରେ ପାଳନ କରାଯିବ । ତେବେ ଏଠାକୁ!-->…
