Odia News Portal
Yearly Archives

2021

କମୁଛି ସଂକ୍ରମଣ: ଦିନକରେ ୯୭୯୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି ସଂକ୍ରମଣ ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୫୯ ଜଣ ସ୍ଥାନୀୟ ବାସିନ୍ଦା

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ, ଆସନ୍ତୁ ଜାଣିବା ଏହା ବିଷୟରେ

ଭୁବନେଶ୍ୱର : ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍

ଇସ୍ପାତ୍ ପ୍ଲାଣ୍ଟଦ୍ୱାରା ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର : କୋଭିଡ-୧୯ର ସଂକଟ ସମୟରେ ଦେଶରେ ଇସ୍ପାତ୍ କାରଖାନା ଦ୍ୱାରା ଉତ୍ପାଦିତ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ(ଏଲଏମଓ)ର ଯୋଗାଣ ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ପାତ୍

ବ୍ୟବସାୟୀଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଚେତାବନୀ

-ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ – ଜିଲ୍ଲାପାଳ - ପଞ୍ଚସୂତ୍ରୀ ନିୟମ ନମାନିଲେ ୧୯ ଯାଏଁ ଦୋକାନ ବନ୍ଦ -ରିପୋର୍ଟ ପଜିଟିଭ ଥିଲେ ବାହାଘରକୁ ମିଳିବନି ଅନୁମତି

ଦିଲ୍ଲୀକୁ ୧୩୩ ଟନ୍ ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରୁ ଟାଟା ଷ୍ଟିଲ୍ ସାଇଡିଂ, ଜାଖପୁରା ଠାରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପଠାଯାଇଛି । ୧୩୩.୨୦ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ଜାଖପୁରାରୁ ଦିଲ୍ଲୀକୁ ପରିବହନ କରାଯାଇଥିଲା । ସାତଟି କ୍ରାଓଜେନିକ୍ ଟ୍ୟାଙ୍କର୍

ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି : ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର

ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଯେମିତି ଟିକା ସୁବିଧାରେ ଉପଲବ୍ଧ ହୋଇପାରିବ, ସେନେଇ ପଦକ୍ଷେପ ନେଇଛନ୍ତି ସରକାର । ଟିକା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜାରି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି

ସଂକ୍ରମଣକୁ ଟକ୍କର ଦେଉଛି ସୁସ୍ଥ, ୯୭୦୬ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ ରହୁଥିବାବେଳେ ରେକର୍ଡ ପରିମାଣରେ ସୁସ୍ଥ ହେଉଛନ୍ତି ।ରାଜ୍ୟରେ ଆଜି ୯୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ

ଦିଲ୍ଲୀ, ଗୋଆ ଟ୍ରେନ୍ ଯାତ୍ରୀଙ୍କ ପାଇଁ କଠିନ ନିୟମ

ଭୁବନେଶ୍ୱର ; ଟ୍ରେନ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଆ ଯାଉଥିବା

ସମସ୍ତ ବୁକିଂ କ୍ୟାନସଲ କରିବନି ବିଏମସି

ଭୁବନେଶ୍ୱର : ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ  ପ୍ରଥମ ଫେଜ୍‌ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍ ହସ୍ପିଟାଲକୁ ଟୀକା ଦିଆଯାଇ ନଥିବା ସୂଚନା ମିଳିଛି ।