Odia News Portal
Yearly Archives

2021

ଜାଣନ୍ତୁ ଲକଡାଉନ୍ ବେଳେ କଣ ଖୋଲା ଓ କଣ ବନ୍ଦ ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ

ମେ ୫ରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଘୋଷଣା ହେଲା ଲକ୍ ଡାଉନ୍ । ଚଳିତ ମେ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।

ତାମିଲନାଡୁରେ ଚାଲିଲା ଷ୍ଟାଲିନ ଯାଦୁ

ତାମିଲନାଡୁ: ତାମିଲନାଡୁରେ ଜାରି ରହିଛି ବିଧାନସଭା ଭୋଟ ଗଣତି । କିଏ ହାତେଇବ ତାମିଲନାଡୁ ଆସନ ତା ଉପରେ ରହିଛି ସମସ୍ତଙ୍କ ନଜର । ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ସତ୍ତା ପାଇଁ ଚାଲିଛି ଟକ୍କର । ସୂଚନା ଅନୁଯାୟୀ, ଡିଏମକେ ଏବେ ପର୍ଯ୍ୟନ୍ତ 133ଟି ସିଟରେ ଆଗୁଆ ରହିଥିବା ବେଳେ ଏଆଇଡିଏମକେ

ଆଉ କିଛି ସମୟ ପରେ ରାଜ୍ୟ ପାଇଁ ବଡ଼ ଘୋଷଣା

ଭୁବନେଶ୍ବର: ଆଜି ସକାଳ ୧୦ଟା ସମୟରେ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଦୃତଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନଜରରେ ରଖି କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ଏ ନେଇ ମେ ୨ତାରିଖ ଦିନ ସକାଳ ୧୦ଟାରେ

ପୋଲାର୍ଡ ପ୍ରହାରରେ ଚେନ୍ନାଇ ମାଟି କାମୁଡିଲା

ମୁମ୍ବାଇ : ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ସୁପର କିଙ୍ଗସ ଦେଇଥିବା ବିଶାଳ ଟାର୍ଗେଟକୁ ଶେଷ ବଲରେ ହାସଲ କଲା ମମ୍ବାଇ । ଆଇପିଏଲ ଲିଗ ମ୍ୟାଚରେ ଶନିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହି ମୁକାବିଲାରେ ୨୧୯ ରନର ବିଜୟ ଲକ୍ଷ୍ୟକୁ

କୋଭିଡ଼ ହସ୍ପିଟାଲରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ନୂଆପଡ଼ା: କୋଭିଡ଼ ହସ୍ପିଟାଲରେ ଅସଦାଚରଣ । ହସ୍ପିଟାଲରେ ଚିକିତ୍ସିତ ଯୁବକ ଅନ୍ୟ ଜଣେ ସଂକ୍ରମିତ ଯୁବତୀଙ୍କୁ କରିଛନ୍ତି ଅସଦାଚରଣ । ନୂଆପଡ଼ା ଜିଲ୍ଲା କୋଭିଡ଼ ହସ୍ପିଟାଲରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ । କୋଭିଡ଼ ହସ୍ପିଟାଲରେ କରୋନା ସଂକ୍ରମିତ ଜଣେ ଯୁବତୀ ଚିକିତ୍ସିତ ହେଉଥିବା ବେଳେ

ଫଟୋରେ ମ୍ୟାଚ ଜିତିବାର ଖୁସି ଜାହିର

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2021) ର 26 ତମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ଶୁକ୍ରବାର (ଏପ୍ରିଲ୍ 30) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୁ 34 ରନରେ ପରାସ୍ତ କରିତିଲା। ତେବେ କୌତୁହଳର

ବିନା ରେଜିଷ୍ଟ୍ରେସନରେ ନେଇ ପାରିବେନି ୩ୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ଆସନ୍ତା ୩ ତାରିଖ ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ଅଧିକଙ୍କ ଟିକାକରଣ । ତେବେ ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ | ଲୋକମାନେ ନିଜର ରେଜିଷ୍ଟ୍ରେସନ କରି