Sign in
Sign in
Recover your password.
A password will be e-mailed to you.
Yearly Archives
2021
ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ଠାରୁ ହାରିଲେ ମମତା
କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନ ଉପରେ ସମସ୍ତେ ନଜରଥିବା ସମୟରେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ ଦେଇ ୧୬୨୨ ଭୋଟରେ ହାତେଇ ନେଇଛନ୍ତି | ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ ବିଜୟ ହୋଇଛନ୍ତି । ନିଜର ବିରୋଧୀ ତଥା ଟିଏମସି ନେତ୍ରୀ!-->…
ତୃତୀୟ ଥର ପାଇଁ ବଙ୍ଗଳା ଜିତିଲେ ମମତା
*ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ ଦେଇ ହାତେଇଲେ ଆସନ |
ଲକଡାଉନରୁ ବାଦ୍ ପଡ଼ିଲା ପିପିଲି ଉପନିର୍ବାଚନ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ!-->…
ରମଜାନ ଉପଲକ୍ଷେ ଉମ୍ମିଦ୍ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ
କେନ୍ଦ୍ରାପଡ଼ା: ପବିତ୍ର ରମଜାନ ମାସ ଉପଲକ୍ଷେ କେନ୍ଦ୍ରାପଡ଼ା ସହରରେ ଉମ୍ମିଦ୍ ଏନଜିଓ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ପାଇଁ ସଂଘର ସଦସ୍ୟ ମାନଙ୍କ ନିଜ ପାଣ୍ଠି ରୁ ଆୟୋଜନ କରି ବଣ୍ଟନ କରୁଛନ୍ତି | ରାସନ କିଟ କର୍ମକର୍ତ୍ତା ମାନଙ୍କ ତରଫରୁ କେନ୍ଦ୍ରାପଡ଼ା ମୁନିସିପାଲିଟି ର ୱାର୍ଡ!-->…
ଆରଏସପିରୁ ଗଲାଣି ୩୮୪.୮୬ ଟନ ଅକ୍ସିଜେନ
ରାଉରକେଲା: ଦେଶକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଓଡ଼ିଶା। ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଭିନ୍ନ ରାଜ୍ୟକୁ ପଠାଯାଉଛି ତରଳ ମେଡିକାଲ ଅମ୍ଲଜାନ। ଏପର୍ଯ୍ୟନ୍ତ ଓଡ଼ିଶା ସମେତ ୭ଟି ରାଜ୍ୟକୁ ତରଳ ମେଡିକାଲ ଅମ୍ଲଜାନ ପଠାଇସାରିଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ। ଗତକାଲି ରାଉରକେଲା!-->…
କେରଳରେ ପୁଣି ବିଜୟନ ସରକାର
ଥିରୁୱନନ୍ତପୁରମ : କେରଳରେ ପୁଣି ବିଜୟନ ସରକାର । କେରଳରେ କ୍ଷମତାସୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିଛନ୍ତି । କେରଳରେ ଭୋଟ ଗଣତି ଚାଲିଛି । ଶେଷ ଖବର ସୁଦ୍ଧା ବିଜୟନଙ୍କ ଏଲଡିଏଫ 89 ସିଟ୍ ଜିଣି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ!-->…
ପଶ୍ଚିମବଙ୍ଗରେ ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ !
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗରେ ଉଭୟ ଟିଏମସି ଏବଂ ବିଜେପି ନିଜ ନିଜର ବିଜୟ ଦାବି କରୁଛନ୍ତି। ତେବେ ଏବେ ଏହା ଦେଖିବାକୁ ବାକି ରହିଲା ଯେ ବେଙ୍ଗଲର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି |ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ!-->…
ପଶ୍ଚିମବଙ୍ଗ ବିଧାନସଭା : ଆକଳନଠୁ ବହୁ ଆଗରେ ଟିଏମସି
କୋଲ୍କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶାସକ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲେ ବି ସଦ୍ୟତମ ସୂଚନା ଅନୁସାରେ ସଂଖ୍ୟା ଗରିଷ୍ଠତା ସୀମା ଟପି ସମ୍ପ୍ରତି ‘ଟିଏମ୍ସି’ ‘ବିଜେପି’ ଠାରୁ ଆଗୁଆ ରହିଛି।
ପୂର୍ବାହ୍ନ ୧୧ଟା!-->!-->!-->…
