Sign in
Sign in
Recover your password.
A password will be e-mailed to you.
Yearly Archives
2021
ଆଇଡିଏସର ମାଗଣା ମୁଖଗହ୍ୱର କର୍କଟ ପରୀକ୍ଷା
ଭୁବନେଶ୍ୱର: ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଣ୍ଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ । ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଞ୍ଚି ରହିବାର ସୁଯୋଗ!-->…
ବ୍ୟାରିକେଡରୁ ଶିଶୁକୁ ଉଦ୍ଧାର ପାଇଁ ନାକେଦମ
ପୁରୀ : ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ ।!-->…
ହୋମିଓପାଥି କଲେଜ ନିର୍ଯାତନାର ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର : ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପାଥି କଲେଜରେ ଛାତ୍ରୀମାନଙ୍କୁ ରାଗିଙ୍ଗ ନାମରେ ଯୌନ ନିର୍ଯାତନା ଘଟଣା ନେଇ ତଦନ୍ତ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି ା ମନ୍ତ୍ରୀ ଶ୍ରୀ ଦାସ ସ୍ବାସ୍ଥ୍ୟ ବିଭାଗର!-->…
ସଂକ୍ରମଣ ରୋକିବାକୁ ଶ୍ରୀମନ୍ଦିରର ନୂଆ ଏସଓପି
ପୁରୀ: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହିତ ଏହିଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ସାନିଟାଇଜ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ରବିବାର!-->…
ବହୁ କ୍ରିକେଟରଙ୍କୁ ପଛରେ ପକାଇଲେ ବାବର
ନୂଆଦିଲ୍ଲୀ : ସାଉଥ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଅ ।ରେ ରୋମାଞ୍ଚକର ବିଜୟ ହାସିଲ କରିଛି ପାକିସ୍ତାନ ଦଳ । ଶେଷ ବଲରେ ୧ ରନ୍ କରି ସାଉଥ୍ ଆଫ୍ରିକାକୁ ୩ ୱିକେଟରେ ହରାଇଛି ପାକ୍ ଟିମ୍ । ଶେଷ ବଲରେ ଫହିମ ଅଶରଫ୍ ୧ ରନ୍ ନେଇ ପାକିସ୍ତାନ ଟିମକୁ ବିଜୟୀ!-->…
ଲାଲବାହିନୀର ବର୍ବରକାଣ୍ଡ ୫ ଯବାନ ସହିଦ
ବିଜାପୁର: ଛତିଶଗଡରେ ୫ ଜଣ ଯବାନ ସହିଦ | ବିଜାପୁର ଜିଲ୍ଲା ତରରେମ୍ ଠାରେ ନକ୍ସଲ ଓ ସୁରକ୍ଷା କର୍ମୀମାନଙ୍କ ଭିତରେ ହୋଇଥିବା ସଂଘର୍ଷରେ ଡିଆରବି ଓ ସିଆରପିଏଫର ୫ ଜଣ ଯବାନ ସହିଦ ହୋଇଥିବା ସମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛିମାସ ପୂର୍ବରୁ ନକ୍ସଲମାନେ ଯବାନଙ୍କର ଏକ!-->…
ନାଇଟ୍ କର୍ଫ୍ୟୁ ସମୟରେ ଜାରି ରହିବ ଏହି ସବୁ ସେବା
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼,!-->…
