Odia News Portal
Yearly Archives

2021

ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ୍

ଫେବ୍ରୁଆରି ଆରମ୍ଭ ରାଜ୍ୟରେ ଅସହ୍ୟ ଗରମ ।ରାଜଧାନୀ ଭୁବନେଶ୍ଵର ପାଲଟିଛି ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟ ସହରଗୁଡ଼ିକର ତାପମାତ୍ରା ବି ଅନୁରୂପ ଭାବେ ବଢ଼ି ଚାଲିଛି । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌…

ଖରା ପାଇଁ ସକାଳୁଆ ସ୍କୁଲ

ଭୁୁବନେଶ୍ୱର : ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ 7ଟାରୁ 9ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ 9ଟାରୁ ଦିନ 1ଟା ଯାଏଁ ଚାଲିବ ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା…

ଅଧିକ ଋଣ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ, ମିଶନ ଶକ୍ତି, ଏମଏସଏମଇ କ୍ଷେତ୍ରକୁ ଋଣ ଯୋଗାଣର ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତିକୁ ବାର୍ଷିକ 5ଶହ କୋଟି ଅଧିକ ଋଣ ଦିଆଯିବ ଭଲ ପ୍ରଦର୍ଶନକାରୀ ବ୍ୟାଙ୍କକୁ ପୁରସ୍କୃତ କରାଯିବ । ଗତ…

ନିର୍ବାଚନ ପାର୍ ପାଇଁ କାଳିଆ ଭରଷା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା…

ନିର୍ବାଚନୀ ବିଗୁଲ୍: ମେ’ ୨ରେ ୪ ଟି ରାଜ୍ୟ ଫଳାଫଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା। ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆଜି ଏନେଇ ପ୍ରେସମିଟ୍ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ପୂର୍ବରୁ କୋଭିଡ…

ଯୋଗ୍ୟତା ଭିତ୍ତିରେ ମିଳିବ ନିଯୁକ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। କୋଭିଡ୍‌ ସମୟରେ କାମ କରିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ୧୦୯୯ ଖାଲି ଥିବା ଏଏନ୍‌ଏମ୍‌ ପଦବୀରେ ନିଯୁକ୍ତ ଦିଆଯିବ।…