Odia News Portal
Yearly Archives

2021

ବଲିଉଡରେ ଓଡ଼ିଆ ଝିଅ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଆ ଟେକ ରହିଛି । ବଲିଉଡରେ ରାଉରକେଲାର ଝିଅ । ସହକୋରିୟ ଗ୍ରାଫର ଭାବେ କାମ କରୁଛନ୍ତି ଓଡ଼ିଆ ଝିଆ ରୋଜା ରାଣା । ବଲିଉଡରେ କାମ କରିବାର ସୁଯୋଗ ପାଇବା ପରେ ସେ ଓଡ଼ିଶାର ଗର୍ବ ଏବଂ ଗୌରବକୁ ଆହୁରି ବଢ଼ାଇ ଦେଇଛନ୍ତି । ବଲିଉଡର ବହୁ ଆଗ ଧାଡ଼ିର କଳାକାର ତଥା

ଖୁବଶୀଘ୍ର ରିଲିଜ୍ ହେବ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିୟାବାଡି’

ନୂଆଦିଲ୍ଲୀ : ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ କୁ ଦେଖିବା ପାଇଁ ଅନେଇ ବସିଛନ୍ତି ଦର୍ଶକ । ଫିଲ୍ମ ରିଲିଜ୍ କୁ ନେଇ ଏବେ ପୁଣି ତାରିଖ ଘୋଷଣା କରାଯାଇଛି । ଫିଲ୍ମଟି ୧୮ ଫେବୃଆରୀ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ପୂର୍ବରୁ ଘୋଷଣା କରାଯାଇଥିଲା କି

ଦିଲ୍ଲୀ ପରେ ହରିୟାଣାରେ ସ୍କୁଲ ଛୁଟି

ହରିୟାଣା: ଦିଲ୍ଲୀରେ ବାୟୁ ପ୍ରଦୁଷଣ ଓ ଏହାର ସମାଧାନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍ ପରେ ଏବେ ହରିୟାଣାରେ ଏହାକୁ ନେଇ ଏକ ବଡ଼ ନିଷ୍ପତି ଘୋଷଣା କରାଯାଇଛି । ଯାହାଫଳରେ ଆସନ୍ତା ୧୭ ନଭେମ୍ବର ପର୍ଯ୍ୟନ୍ତ ୪ଟି ଜିଲ୍ଲାରେ ସ୍କୁଲ୍ ବନ୍ଦ ନେଇ ନିଷ୍ପତି ନିଆଯାଇଛି

କୋର୍ଟରେ ହାଜର ହେଲା ଗୋବିନ୍ଦ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ କୋର୍ଟରେ ହାଜର । ଭିଡିଓ କନଫରେନ୍ସ ଜରିଆରେ ବଙ୍ଗୋମୁଣ୍ଡା JMFCରେ ହଜାର କରାଯାଇଛି ।  ସୁରକ୍ଷା ବ୍ୟବସ୍ଥା

ତ୍ରିପୁରା ଦୁଇ ଓଡ଼ିଆ ମହିଳା ସାମ୍ବାଦିକା ଗିରଫ

ତ୍ରିପୁରା: ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଗିରଫ। ଓଡ଼ିଆ ସାମ୍ବାଦିକା ସମୃଦ୍ଧି କେ. ଶକୁନିଆଙ୍କୁ ଗିରଫ କରିଛି ଆସାମ ପୋଲିସ। ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି ପାଇଁ ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି। ପରେ ତାଙ୍କୁ ତ୍ରିପୁରା ପୋଲିସକୁ ହସ୍ତାନ୍ତର କରିଛି ଆସାମ ପୋଲିସ। ଏନେଇ ତ୍ରିପୁରା

ଜାଣନ୍ତୁ ମହାମାରୀ ସମୟରେ ପିଲାମାନଙ୍କର ମାନସିକ ସ୍ଥିତି ସମ୍ପର୍କିତ ସର୍ଭେ ରିପୋର୍ଟ

ଭୁବନେଶ୍ୱର: କରୋନା ଭାଇରସ ଦ୍ୱାରା ଶିଶୁମାନେ କମ ମାତ୍ରାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ କରୋନା ମହାମାରୀ ଶିଶୁଙ୍କୁ ଶାରୀରିକ ତଥା ମାନସିକ ଭାବେ ପ୍ରଭାବିତ କରିଛି। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ସହ କରୋନା ଯୋଗୁ ଅନେକ ଦିନ ଧରି ସେମାନେ ଘରେ ବନ୍ଦୀ ହୋଇ ରହିବା କାରଣରୁ

‘ସ୍କୁଲକୁ ଫେରିବା’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ’କୁ ପୂରିଲା ୪ ବର୍ଷ । ୪ ବର୍ଷ ମଧ୍ୟରେ ସଫଳତାର ସହ ଆଗକୁ ବଢ଼ିଛି ଅଭିଯାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କଫି ଟେବୁଲ୍ ବୁକ’ ଓ ଏକ ସ୍ବତନ୍ତ୍ର ବୁକଲେଟ୍ ‘ସ୍କୁଲକୁ ଫେରିବା’ ଉନ୍ମୋଚନ କରିଛନ୍ତି । ବହୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ସଫଳ

କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହେଲେ ପ୍ରଦୀପ ସାହୁ

ଭୁବନେଶ୍ୱର- କଂଗ୍ରେସକୁ ଆଉ ଏକ ଝଟକା । ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଝାରସୁଗୁଡା ସହିତ ରାଜ୍ୟର ୧୨ଟି ଜିଲ୍ଲା ଏହି

ପୁଣି ବନ୍ଦ ହେଲା ଶିମିଳିପାଳ

ବାରିପଦା: ଅନିଦ୍ଦିଷ୍ଟ ସମୟ ଲାଗି ବନ୍ଦ ରହିବ ଶିମିଳିପାଳ । ଘନ କୁହୁଡି ସାଙ୍ଗକୁ ବର୍ଷା ଯୋଗୁଁ ବିପଦ ଥିବାରୁ ବନ୍ଦ ରଖାଯାଇଛି । ତେବେ ଦୀର୍ଘଦିନ ବନ୍ଦ ରହିବା ପରେ ଗତ ୧ରୁ ଖୋଲିଥିଲା ଶିମିଳିପାଳ । ତେବେ ପୁଣିଥରେ ବନ୍ଦ ହେବାରୁ ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି । ତେବେ କେବେ ଖୋଲିବ